ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବିମାନରେ ବୋମା ଥିବାର ଥଟ୍ଟାମଜାରେ ଇମେଲ୍‌ କରିଥିଲେ ନାବାଳକ , ଦିଲ୍ଲୀ ପୁଲିସ୍‌ ଯେବେ ଜାଣିଲା ...

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରକୁ ଇମେଲ ପଠାଇ ଦୁବାଇ ଯାଉଥିବା ବିମାନରେ ବୋମା ରଖିବାର ମିଛ ସୂଚନା ଦେବା ଅଭିଯୋଗରେ ୧୩ ବର୍ଷିୟ ଜଣେ ନାବାଳକଙ୍କୁ ଧରା ଯାଇଛି। ପୁଲିସ ରବିବାର ଏହି ସୂଚନା ଦେଇଛି। ପୁଲିସ କମିଶନର (ଆଇଜିଆଇ ଏୟାରପୋର୍ଟ) ଉଷା ରଙ୍ଗନାନୀ କହିଛନ୍ତି କି, ପୁଅ କିଛି ଦିନ ପୂର୍ବେ ବୋମାର ମିଛ ସୂଚନା ଦେଇ ଫୋନ୍‌ କରୁଥିବା ଆଉ ଜଣେ ନାବାଳକ ସହ ଜଡ଼ିତ ଖବରରେ ପ୍ରଭାବିତ ହୋଇ ଥଟ୍ଟା ମଜାରେ ଇମେଲ ପଠାଇ ଥିଲେ। ରଙ୍ଗନାନୀ କହିଛନ୍ତି କି, ଏହି ଘଟଣା ସୋମବାର ହୋଇଥିଲା, ଯେବେ ୧୮ ଜୁନ୍‌ରେ ଦୁବାଇ ଯାଉଥିବା ବିମାନରେ ବୋମା ରଖିବାର ଧମକ ସମ୍ୱନ୍ଧରେ ଏକ ଅଭିଯୋଗ ରୁଜୁ କରାଯାଇ ଥିଲା।

ସେ କହିଛନ୍ତି କି, ଅଭିଯୋଗର ଆଧାରରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ଯାଞ୍ଚ ଆରମ୍ଭ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ସ୍ପଷ୍ଟ କରିବା ପାଇଁ ସବୁ ନୀତି ନିର୍ଦ୍ଦେଶ, ପ୍ରୋଟୋକଲ ଓ ମାନକ ସଞ୍ଚାଳନ ପ୍ରକ୍ରିୟାର ପାଳନ କରାଯାଇଛି। ସେ କହିଛନ୍ତି, ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖା ଯାଇଛି ଏବଂ ଜରୁରୀକାଳିନ ସ୍ଥିତିର ଘୋଷଣା କରାଯାଇଛି। ରଙ୍ଗନାନୀ କହିଛନ୍ତି, ହେଲେ ଯାଞ୍ଚ ବେଳେ ସୂଚନା ମିଛ ସାବ୍ୟସ୍ତ ହୋଇଛି। 

ପୁଲିସ ଅଧିକାରୀ କହିଛନ୍ତି କି , ଯାଞ୍ଚ ବେଳେ ଏହା ଜଣାପଡ଼ିଛି କି, ଇମେଲ ପଠାଇବାର ତୁରନ୍ତ ପରେ ଇମେଲ ଆଇଡି ହଟେଇ ଦିଆ ଯାଇଛି। ଏହା ଜଣାପଡ଼ିଛି କି, ଇମେଲ ଉତ୍ତରାଞ୍ଚଳର ପିଥୌରାଗଡ଼ରୁ ପଠାଯାଇଛି। ଡିସିପି ରଙ୍ଗନାନୀ କହିଛନ୍ତି କି ଏକ ଟିମ୍ ପଠାଯାଇଛି ଏବଂ ସଂପୃକ୍ତ  ନାବାଳକଙ୍କୁ ଫେକ୍‌ ଇମେଲ ପଠାଇବାର ଅଭିଯୋଗରେ ଧରାଯାଇଛି।

ପୁଲିସ ଟିମ୍‌ ଯେବେ ସେଠାରେ ପହଞ୍ଚିଲା ତ ନାବାଳକ ଜଣକ ପୁଲିସ ଅଧିକାରୀଙ୍କୁ କହିଥିଲେ କି, ତାର ମାତା ପିତା ପାଠପଢା ଉଦ୍ଦେଶ୍ୟରେ ତାକୁ ଏକ ମୋବାଇଲ ଫୋନ୍‌ ଦେଇ ଥିଲେ। ଯେଉଁଥିରୁ ସେ ଇମେଲ୍ ପଠାଇ ଥିଲେ ଓ ପରେ ନିଜର ଆଇଡି ହଟେଇ ଦେଇ ଥିଲେ। ସେ ନିଜର ମାତାପିତାଙ୍କୁ ଏହାର ସୂଚନା ଦେଇ ନଥିଲେ । କାରଣ ସେ ଡ଼ରି ଯାଇ ଥିଲେ। ତାଙ୍କୁ ଧରି ନିଆଯାଇ ଥିଲା ଏବଂ ପରେ ତାଙ୍କର ମାତାପିତାଙ୍କୁ ପ୍ରଦାନ କରାଯାଇ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.