କଟକ, ୨୪/୦୪: ଗାଧୋଇବା ବେଳେ ଅଘଟଣ । ଗୁରୁବାର ଅପରାହ୍ନ ୧:୪୦ରେ ଯୋବ୍ରା ନିକଟସ୍ଥ ମହାନଦୀରେ ଗାଧୋଇବା ବେଳେ ହଠାତ୍ ୩ ଜଣ ବୁଡ଼ିଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଜଣଙ୍କୁ ଉଦ୍ଧାର କରିଛନ୍ତି । ଖବର ପାଇ ଚାଉଳିଆଗଞ୍ଜ ଏଫଏସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

କିଏ କୈଳାଶନାଥ ବାଞ୍ଚୁ ? ଓକିଲାତି ପଢିନାହାନ୍ତି ହୋଇ...