ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ

କରଞ୍ଜିଆ,୧୦/୧୦: ପର୍ଯ୍ୟଟକଙ୍କ ପାଇଁ  ସେପ୍ଟେମ୍ୱର ୧୦ ତାରିଖ ଅର୍ଥାତ ଗୁରୁବାରରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଯଶିପୁର କଳିକପ୍ରସାଦ୍ ଗେଟ୍ ଦେଇ ୩୫ ଟି ଓ ପିଠାବଟା ଗେଟ୍ ଦେଇ ଦୈନିକ ୨୫ ଟି ପର୍ଯ୍ୟଟକଙ୍କ ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ରହିଛି । ବନ୍ୟଜନ୍ତୁଙ୍କୁ ଦେଖି ଆନନ୍ଦ ଉଠାଇ ପାରିବେ ପର୍ଯ୍ୟଟକ । ତେବେ ଏଥିପାଇଁ ପୂର୍ବରୁ ବୁକିଙ୍ଗ କରିବାର ଆବଶ୍ୟକତା ରହିଛି । 

ତେବେ ଚଳିତ ବର୍ଷ ବନ୍ୟଜନ୍ତୁଙ୍କୁ ଦେଖିବାକୁ ଜଙ୍ଗଲ ସଫାରୀର ମଜା ନେଇ ପାରିବେ ପର୍ଯ୍ୟଟକ । ରାତ୍ରି ରହଣି ଓ ଜଙ୍ଗଲ ସଫାରୀ ପାଇଁ ପୂର୍ବରୁ www.odishaecoturisim.com ରେ ଲଗ୍‌ ଇନ୍ କରି ବୁକିଙ୍ଗ କରି ପାରିବେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.