ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ନବ ଦାସଙ୍କ ରୋଷେୟା ମୃତ୍ୟୁର ପୁନଃ ତଦନ୍ତ ଆରମ୍ଭ

Published By : Prameya | February 14, 2025 7:03 PM

ଭୁବନେଶ୍ବର, ୧୪/୨ :  ନବଦାସ ରୋଷେୟା ଲଳିତ ସାହୁ ହତ୍ୟା ଘଟଣାରେ ନୂଆ ମୋଡ଼ । ଲଳିତଙ୍କ ସନ୍ଦେହଜନକ ମୃତ୍ୟୁର ପୁନଃ ତଦନ୍ତ ଆରମ୍ଭ ହୋଇଛି । ପୁନଃ ତଦନ୍ତ ଆରମ୍ଭ କରିଛି ଝାରସୁଗୁଡ଼ା ପୋଲିସ । ଏ ନେଇ ପ୍ରେସମିଟରେ ସୂଚନା ଦେଲେ ଆଇଜି ହିମାଂଶୁ ଲାଲ୍ । 

ଇନ୍ସପେକ୍ଟର ରାଙ୍କର ଅଫିସର ଏହି ତଦନ୍ତ କରୁଛନ୍ତି । ଇନସ୍ପେକ୍ଟରଙ୍କୁ ତଦାରଖ କରିବେ ଅତିରିକ୍ତ ଏସପି । ପୁନଃ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.