ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ରାଷ୍ଟ୍ରପତି ବାଇଡେନ ‘ମାନସିକ’ ରୋଗରେ ପୀଡ଼ିତ, ତୁରନ୍ତ ଦିଅନ୍ତୁ ଇସ୍ତଫା, ହ୍ବାଇଟ ହାଉସର ପୂର୍ବତନ ଡାକ୍ତରଙ୍କ ଦାବି

ନୂଆଦିଲ୍ଲୀ,୩୦/୬ : ପୂର୍ବତନ ଆମେରିକା ରାଷ୍ଟ୍ରପତି ବରାକ ଓବାମା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଡାକ୍ତର ରହି ସାରିଥିବା ରେନୀ ଜ୍ୟାକ୍ସନ ଦାବି କରିଛନ୍ତି କି ବାଇଡେନ ସମ୍ଭବତଃ ମାନସିକ ରୋଗରେ ପୀଡ଼ିତ ଅଛନ୍ତି।   ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଇସ୍ତଫା ଦେବା ଆବଶ୍ୟକ । ଡ. ଜ୍ୟାକ୍ସନଙ୍କ କହିବା କଥା କି ରାଷ୍ଟ୍ରପତି ବାଇଡେନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା କାରଣରୁ ପଦ ଛାଡ଼ି ଦେବା ଆବଶ୍ୟକ ।

ହ୍ବାଇଟ ହାଉସର ପୂର୍ବତନ ଚିକିତ୍ସକ ଭାବେ ଡ.ରେନୀ ଜ୍ୟାକ୍ସନ ତତ୍କାଳୀନ ରାଷ୍ଟ୍ରପତି ଓବାମା ଏବଂ ଟ୍ରମ୍ପଙ୍କ କାର୍ଯ୍ୟକାଳରେ କାମ କରି ସାରି ସାରିଛନ୍ତି । ଡ.ରେନୀ ଜ୍ୟାକ୍ସନ ଉଭୟ ସରକାରରେ ଅଫିସିଆଲ ଡକ୍ଟର ଥିଲେ ଏବଂ ଏବେ ଏକ ରିପବ୍ଲିକାନ ଅଟନ୍ତି । ସେ ରାଷ୍ଟ୍ରପତି ବାଇଡେନଙ୍କୁ ସମ୍ଭବତଃ ଏକ ମାନସିକ ରୋଗୀ କହିଛନ୍ତି । ଖାଲି ଏତିକି ନୁହେଁ ବରଂ ସେ ଏହା ବି ଆଗ୍ରହ କରିଛନ୍ତି କି ସମ୍ଭାବିତ ରାଷ୍ଟ୍ରୀୟ ସୁରକ୍ଷା ସ୍ବାର୍ଥ କାରଣରୁ ରାଷ୍ଟ୍ରପତି ବାଇଡେନଙ୍କୁ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ । ଡ.ଜ୍ୟାକ୍ସନ ଏହି ଦାବି ଗୁରୁବାର ରାଷ୍ଟ୍ରପତି ପଦର ନିର୍ବାଚନ ପ୍ରକ୍ରିୟାର ପୂର୍ବରୁ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.