ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଫିଫାର କଠୋର ନିୟମ, କେବଳ ଅଧିନାୟକ ରେଫରୀଙ୍କ ସହ ଆଲୋଚନା କରିବେ

ପ୍ୟାରିସ୍‌,୨୫/୦୭: ପ୍ୟାରିସ୍‌ ଅଲିମ୍ପିକ୍ସରେ  ଫୁଟବଲ୍‌ ପ୍ରତିଯୋଗିତା ପାଇଁ ଫିଫା କିଛି ନିୟମ କଠୋର  କରିଛି । ମ୍ୟାଚ୍‌ ସମୟରେ କେବଳ ଉଭୟ ଦଳର  ଅଧିନାୟକ ରେଫରୀଙ୍କ ସହ କୌଣସି ନିଷ୍ପତ୍ତିକୁ ନେଇ  ଆଲୋଚନା କରିପାରିବେ । ଦଳର ଅନ୍ୟ କୌଣସ ଖେଳାଳି ରେଫରୀଙ୍କ ସହ ସିଧା ସଳଖ କଥାବାର୍ତ୍ତ କରିପାରିବେ ନାହିଁ ।  ସୂଚନାଯୋଗ୍ୟ, ଗତ ୟୁରୋ ସମୟରେ ଫିଫା ଏହି ନିୟମ  ଲାଗୁ କରିଥିଲା। ଫିଫା ସଭାପତି ଗିଆନି ଇନଫାଣ୍ଟିନୋ  କହିଛନ୍ତି, ରେଫରୀଙ୍କ ବିନା ମ୍ୟାଚ୍‌ ଅସମ୍ଭବ । ତେଣୁ  ରେଫରୀ ଓ ମ୍ୟାଚ୍‌ ଅଫିସିଆଲଙ୍କୁ ଖେଳାଳିମାନେ ସମ୍ମାନ  ଦେଖାଇବା ଉପଯୁକ୍ତ ଖେଳୁଆଡ ମନୋଭାବର ପରିଚୟ ।  ରେଫରୀଙ୍କୁ ସୁରକ୍ଷା ଦେବା ଫିଫାର ଦାୟିତ୍ୱ । 

ସୂଚନାଯୋଗ୍ୟ,  ମ୍ୟାଚ ସମୟରେ ରେଫରୀଙ୍କ ନିଷ୍ପତ୍ତିକୁ ବିରୋଧ କରି  ବହୁ ସମୟରେ ଖେଳାଳିମାନେ ଯୁକ୍ତିତର୍କ କରିବାର ନଜିର  ରହିଛି। ଯାହାକୁ ନେଇ ଅନେକ ବିବାଦ ଉପୁଯିଥାଏ ।  ତେଣୁ ଫିଫା ନୂତନ ନିୟମ ଲାଗୁ କରିବାକୁ ବାଧ୍ୟ ହୋଇ

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.