ଭୁବନେଶ୍ୱର, ୩୦।୬: ଭୁବନେଶ୍ୱରରେ ପହଞ୍ଚିଲେ ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛନ୍ତି ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବରେ ନାମ ଘୋଷଣା ପରେ ଓଡ଼ିଶା ଫେରିଛନ୍ତି ମନୋଜ । ରବିବାର ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ଆଜି ଅପରାହ୍ନରେ ନୂଆ ମୁଖ୍ୟ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରିପାରନ୍ତି ମନୋଜ ଆହୁଜା ।
![Rahul Gandhi](https://odia.prameya.com/prameya/document/compress/2/comp_2_153_1719850064212.webp)
ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ମୋଦୀ,...