ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଭାରତରେ ତିଆରି ହେବାକୁ ଯାଉଛି ଦୁଇଟି ନ୍ୟୁକ୍ଲିୟର ସବମରିନ୍‌, ୪୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରୀ

Published By : Prameya | October 10, 2024 5:18 PM

ନୂଆଦିଲ୍ଲୀ,୧୦।୧୦: ଭାରତ ସରକାରଙ୍କ ସିସିଏସ୍‌ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧିନ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଦୁଇଟି ସ୍ବଦେଶୀ ପରମାଣୁ ବୁଡ଼ାଜାହାଜ ତିଆରି କରିବାର ଅନୁମତି ଦେଇଛି। ଏହାଦ୍ବାରା ଭାରତୀୟ ନୌସେନାର ସାମରିକ ଓ ଆକ୍ରାମକ କ୍ଷମତାରେ ବୃଦ୍ଧି ହେବ। ଏହି ବୁଡ଼ାଜାହାଜ ତିଆରି ହେବାଫଳରେ ନୌସେନାର ଶକ୍ତି ଭାରତ ମହାସାଗର ଓ ଦକ୍ଷିଣ ଚୀନ୍ ସାଗରରେ ଅଧିକ ହୋଇଯିବ।

ଏହି ବୁଡ଼ାଜାହାଜକୁ ବିଶାଖାପାଟନମ୍‌ ଶିପ୍ ବିଲ୍ଡିଂ ସେଣ୍ଟରରେ ତିଆରି କରାଯିବ। ଏହି ତିଆରି ହେବାରେ ଲାର୍ସେନ ଆଣ୍ଟ ଟୁର୍ବୋ ଭଳି ଘରୋଇ କମ୍ପାନୀର ସାହାଯ୍ୟ ମଧ୍ୟ ନେଇପାରେ। ବୁଡ଼ାଜାହାଜ ୯୫% ପର୍ଯ୍ୟନ୍ତ ସ୍ବଦେଶୀ ରହିବ। ଏହି ବୁଡ଼ାଜାହାଜ ଅରିହନ୍ତ କ୍ଳାସରୁ ଅଲଗା ହେବ। ଏହି ପ୍ରୋଜେକ୍ଟ ଆଡଭାନ୍ସ ଟେକ୍ନୋଲୋଜି ଭେସେଲ ଅନୁସାରେ ତିଆରି କରାଯିବ।

ଏବେ ଦୁଇଟି ବୁଡ଼ାଜାହାଜ ତିଆରି ହେବ, ଏହାପରେ ଆହୁରି ୪ଟି ତିଆରି ହୋଇପାର। ସେଭଳି ଭାରତ ନିକଟରେ ନିଜର ଦ୍ବିତୀୟ SSBN ଅର୍ଥାତ ପରମାଣୁ ଯୁଦ୍ଧପୋତ INS Arighat କମିଶନ୍ କରିଛି। ଆଗାମୀ ବର୍ଷ ସୁଦ୍ଧା ଭାରତୀୟ ନୌସେନାକୁ ଅଲଗା ଅଲଗା ଭାବରେ ବହୁ ବୁଡ଼ାଜାହାଜ  ଓ ସବମରିନ୍‌ ମିଳିବାକୁ ଯାଉଛି। ଏହି ୧୨ ଯୁଦ୍ଧ ଜାହାଜରେ ଫ୍ରିଗେଟସ୍‌, କର୍ଭିଟସ୍‌, ଡେଷ୍ଟେ୍ରାୟର୍ସ,ସବମରିନ୍ ଓ ସର୍ଭେ ଭେସଲ ମଧ୍ୟ ରହିଛି। ନୌସେନାରେ ଏହା ସାମିଲ ହେବା ଫଳରେ ଇଣ୍ଡିଆନ୍‌ ଓସେନ୍ ରିଜନ୍‌ରେ ସୁରକ୍ଷା ସ୍ତର ବଢାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.