ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

IPL-2025: ଗୁଜୁରାଟକୁ ୧୫୩ରନ୍ ର ଟାର୍ଗେଟ ଦେଲା ହାଇଦ୍ରାବାଦ; ମହମ୍ମଦ ସିରାଜଙ୍କୁ ମିଳିଲା ୪ଟି ୱିକେଟ

Published By : Bijay Swain | April 6, 2025 9:33 PM

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୫ର ୨୦ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ୧୫୩ ରନର ଟାର୍ଗେଟ ଦେଇଛି। ହାଇଦ୍ରାବାଦର ରାଜିବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମରେ ଗୁଜୁରାଟ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ୨୦ ଓଭରରେ ୮ ୱିକେଟରେ ୧୫୨ ରନ ସଂଗ୍ରହ କରିଛି। 

ହାଇଦ୍ରାବାଦ ତରଫରୁ ଖେଳୁଥିବା ନୀତିଶ କୁମାର ରେଡ୍ଡୀ ୩୧ ରନ ଓ ହେନରିକ କ୍ଲାସନ ୨୭ ରନ ପାର୍ଟନରସିପରେ ସହ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟେ ଅନିକେତ ବର୍ମା ଓ ଅଭିଷେକ ଶର୍ମା ଏକା ସହିତ ୧୮-୧୮ ରନ ସଂଗ୍ରହ କରିଥିଲେ। 

ଏହି ମ୍ୟାଚ୍ ରେ ମହମ୍ମଦ ସିରାଜ ମୋଟ୍ ୪ଟି ୱିକେଟ ସଂଗ୍ରହ କରିଥିଲେ। ସେ ସମରଜିତ ସିଂହ, ଅନିକେତ ବର୍ମା, ଟ୍ରେବିଶ ହେଡ ଓ ଅଭିଷେକ ଶର୍ମାଙ୍କୁ ପାଭେଲିୟନ ପଠାଇଦେଇଥିଲେ। ପ୍ରସିଦ୍ଧ କୃଷ୍ଣା ଓ ସାଇ କିଶୋର ମିଳିତ ଭାବେ ୨-୨ଟି ୱିକେଟ ହାସଲ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.