ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଆସନ୍ତା ୭ରୁ ୮ ଦିନରେ ରାଜଧାନୀରେ ଏଟିଏମ୍‌ରେ ମିଳିବ ଚାଉଳ, ସ୍ମାର୍ଟକାର୍ଡରେ ରାସନ୍ ଉଠାଇପାରିବେ ଖାଉଟି

ଭୁବନେଶ୍ୱର,୩୦/୦୬: ରାଜଧାନୀରେ ଗ୍ରେନ୍‌ ଏଟିଏମ୍‌ ପ୍ରସ୍ତୁତ  ହୋଇସାରିଛି । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ଖାଉଟିମାନେ ଏହି ଗ୍ରେନ୍‌  ଏଟିମରୁ ଚାଉଳ ଉଠାଇପାରିବେ । ରାଜ୍ୟ  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ।  ସ୍ମାର୍ଟକାର୍ଡ ଜରିଆରେ ଏଟିଏମ୍‌ରୁ ଟଙ୍କା ଉଠାଇବା ଭଳି ଖାଉଟି ଗ୍ରେନ୍‌  ଏଟିଏମ୍‌ରୁ ଚାଉଳ ଉଠାଇପାରିବେ । ଆଗାମୀ ଦିନରେ ପ୍ରତି ଜିଲ୍ଲାରେ  ଅତିକମ୍‌ରେ ଗୋଟିଏ ଗ୍ରେନ୍‌ ଏଟିଏମ୍‌ ଖୋଲିବ । ସେଥିରୁ ସ୍ଥାନୀୟ ଉପଭୋକ୍ତା  ସ୍ମାର୍ଟକାର୍ଡ ଜରିଆରେ ଚାଉଳ ଉଠାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.