ନୂଆଦିଲ୍ଲୀ, ୧/୬ : ଆମ ଆଦମୀ ପାର୍ଟିର ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ବଡ଼ ଦାବି କରିଛନ୍ତି । ଅରବିନ୍ଦ କେଜ୍ରିଓ୍ବାଲ ଏଗଜିଟ୍ ପୋଲ୍ ଜାରି ହେବା ପୂର୍ବରୁ ଦାବି କରିଛନ୍ତି କି ଏହି ଲୋକସଭା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନକୁ ୨୯୫ରୁ ଅଧିକ ସିଟ୍ ମିଳୁଛି । ବିଜେପିକୁ ୨୨୦ରୁ ବି କମ୍ ସିଟ୍ ମିଳିବ ।
जीत रहा है INDIA 🇮🇳
— AAP (@AamAadmiParty) June 1, 2024
"इन लोकसभा चुनावों में INDIA गठबंधन को 295 से ज़्यादा सीटें मिल रही हैं। BJP को 220 से भी कम सीटें मिलेंगी।
4 जून को INDIA गठबंधन अपने दम पर मज़बूत सरकार बना रहा है।"@ArvindKejriwal pic.twitter.com/hQlwE9iShq
ଅରବିନ୍ଦ କେଜ୍ରିଓ୍ବାଲ ଆଗକୁ କହିଛନ୍ତି କି ୪ଜୁନରେ ଇଣ୍ଡିଆ ଗଠବନ୍ଧନ ନିଜ ଦମ୍ଭରେ ମଜବୁତ ସରକାର କରୁଛନ୍ତି । ଏହାପୂର୍ବରୁ ବି ଅରବିନ୍ଦ କେଜ୍ରଓ୍ବାଲ ବାରମ୍ବାର ଏହି ଦାବି କରୁଛନ୍ତି କି ଇଣ୍ଡିଆ ଗଠବନ୍ଧନର ସରକାର ହେବ ଏବଂ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିବ ।