ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , ସିଆରପି ଓ ଏମବିକେ ପାଇବେ ବକେୟା ଦରମା

Published By : Prameya | February 14, 2025 6:24 PM

ଭୁବନେଶ୍ବର, ୧୪/୨ : ସିଆରପି ଏଂବ ଏମବିକେମାନଙ୍କ ବକେୟା ଦରମା ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଘୋଷଣା । ସିଆରପି ଓ ଏମବିକେ ପାଇବେ ବକେୟା ଦରମା । ବ୍ୟାଙ୍କ ମିତ୍ର ଓ ପ୍ରାଣୀ ମିତ୍ର ଭଳି କମ୍ୟୁନିଟି ସପୋର୍ଟ ଷ୍ଟାପ ପାଇବେ ବକେୟା ଦରମା ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୦୨୪ରୁ ଦରମା ପାଇ ନାହାନ୍ତି କମ୍ୟୁନିଟି ଷ୍ଟାଫମାନେ । ଏଥିପାଇଁ ବିଧାନସଭାରେ ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଲକ୍ଷ ପତି ଦିଦି ସହାୟିକା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏଥିରେ ଉପକୃତ ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.