ବଲାଙ୍ଗୀର,୧୩।୪ : ବଲାଙ୍ଗୀର ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ହତ୍ୟା । ଵ୍ୟଵସାୟୀଙ୍କୁ ଲୁହାରଡ଼ ରେ ପିଟିପିଟି ହତ୍ୟା। ମୃତ ଯୁବକ ଜଣକ ହେଲେ ମନୋଜ ନାଏକ । ତାଙ୍କ ଘର ବିଷ୍ଣୁମୁଣ୍ଡା ଗାଁ ରେ। ମନୋଜ ପାନ ଦୋକାନ କରିବା ସହ କଣ୍ଟ୍ରାକ୍ଟର କାମ କରନ୍ତି ବୋଲି ଜଣାପଡିଛି। ଖବର ପାଇଁ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। କେଉଁ କାରଣରୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି ଜଣାପଡି ନାହିଁ।

ମୁର୍ସିଦାବାଦ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କୁ...