ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପୂର୍ଣ୍ଣାଙ୍ଗ ବଜେଟ୍‌ ୨୦୨୪-୨୫ : ଜାଣନ୍ତୁ କେଉଁ ବିଭାଗକୁ ମିଳିଛି କେତେ...

ନୂଆଦିଲ୍ଲୀ, ୨୪/୦୭ : ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍‌ ୨୦୨୪-୨୫ । ଏଥିରେ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ, ପର୍ଯ୍ୟଟନ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ମିଳିଛି ବଳ । ଲକ୍ଷ୍ୟ ହେଉଛି ଦେଶର ଭିତ୍ତିଭୂମିକୁ ମଜଭୁତ କରି ବିକଶିତ ଭାରତ ଆଡ଼କୁ ମାଡ଼ି ଚାଲିବା । ସବୁଥର ପରି ଏଥର ବଜେଟରେ ବି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିତ୍ତିଭୂମି ପାଇଁ ଦେଇଛନ୍ତି ସ୍ୱତନ୍ତ୍ର ଦୃଷ୍ଟି। ଜାଣନ୍ତୁ କେଉଁ ବିଭାଗକୁ ମିଳିଛି କେତେ...

ଅର୍ଥ- ୧୮,୫୮,୧୫୮ କୋଟି

ପ୍ରତିରକ୍ଷା- ୬,୨୪,୯୧୦ କୋଟି

ସଡ଼କ ପରିବହନ ଏବଂ ରାଜପଥ- ୨,୭୮,୦୦୦ କୋଟି

ରେଳ- ୨,୫୫,୩୯୩ କୋଟି

ଉପଭୋକ୍ତା, ଖାଦ୍ୟ ଏବଂ ସାଧାରଣ ବଣ୍ଟନ- ୨,୨୩,୩୨୩ କୋଟି

ସ୍ୱରାଷ୍ଟ୍ର- ୨,୧୯,୬୪୩ କୋଟି

ଗ୍ରାମୀଣ ବିକାଶ- ୧,୮୦,୨୩୩ କୋଟି

ରସାୟନ ଏବଂ ଉର୍ବରକ- ୧,୬୮,୪୯୯ କୋଟି

କୃଷି ଏବଂ କୃଷକ କଲ୍ୟାଣ- ୧,୩୨,୪୬୯ କୋଟି

ଶିକ୍ଷା- ୧,୨୦,୬୨୭ କୋଟି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୯୦,୯୫୮ କୋଟି

ଆବାସ ଓ ସହର ବ୍ୟାପାର- ୮୨,୫୭୬ କୋଟି

ମହିଳା ଓ ଶିଶୁ ବିକାଶ- ୨୬,୦୯୨ କୋଟି

ପରମାଣୁ ଶକ୍ତି ବିଭାଗ- ୨୪,୯୬୮ କୋଟି

ବିଦେଶ- ୨୨,୧୫୪ କୋଟି

ଶ୍ରମ ଓ ରୋଜଗାର- ୨୨,୫୩୧ କୋଟି

ଏମ୍‌ଏସ୍‌ଏମ୍‌ଇ- ୨୨,୧୩୭ କୋଟି

ପେଟ୍ରୋଲିୟ ଏବଂ ପ୍ରାକୃତିକ ଗ୍ୟାସ୍‌- ୧୫,୯୩୦ କୋଟି

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ- ୧୪,୨୨୫ କୋଟି

ମହାକାଶ ବିଭାଗ- ୧୩,୦୪୨ କୋଟି

ବାଣିଜ୍ୟ ଏବଂ ଉଦ୍ୟୋଗ- ୧୧,୪୬୯ କୋଟି

ସୂଚନା ଓ ପ୍ରସାରଣ- ୪,୩୪୨ କୋଟି

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.