ନୂଆଦିଲ୍ଲୀ: ଆଇପିଏଲର ୪୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ହୋଇଛି। ଏହି ମ୍ୟାଚରେ ବାଙ୍ଗାଲୋର ରାଜସ୍ଥାନକୁ ୨୦୬ ରନ୍ର ଟାର୍ଗେଟ ଦେଇଥିଲା। ରାଜସ୍ଥାନର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟଲ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ବାଛିଥିଲା।
ଏହି ମ୍ୟାଚରେ ବେଙ୍ଗାଲୁରୁ ୫ ୱିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିଛି। ବିରାଟ କୋହଲି ୭୦ ଏବଂ ଦେବଦତ୍ତ ପାଡିକ୍କଲ ୫୦ ରନ୍ ହାସଲ କରିଛନ୍ତି। ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମାଙ୍କୁ ୨ଟି ୱିକେଟ ମିଳିଛି।