ପ୍ରମୂଖ ଖବର
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

IPL-2025: ମୁମ୍ୱାଇକୁ ୧୪୪ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ; କ୍ଲାସନଙ୍କ ସାହାସୀ ଇନିଂସ

Published By : Bijay Swain | April 23, 2025 9:35 PM

Image courtesy: indiatoday

ନୂଆଦିଲ୍ଲୀ: ଆଇପିଏଲର ୪୧ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ, ମୁମ୍ୱାଇ ଇଣ୍ଡିଆନକୁ ୧୪୪ରନର ଟାର୍ଗେଟ ଦେଇଛି। ରାଜିବ ଗାନ୍ଧୀ ଷ୍ଟାଡିୟମରେ ହେଉଥିବା ଏହି ମ୍ୟାଚରେ ମୁମ୍ୱାଇ ଟସ୍ ଜିତି ବୋଲିଂ କରିବାକୁ ଚୟନ କରିଥିଲା। ହାଇଦ୍ରାବାଦ ୮ ୱିକେଟ ହରାଇ ୧୪୩ ରନ ସଂଗ୍ରହ କରିଛି। ଚଳିତ ମ୍ୟାଚରେ ହେନରିକ କ୍ଲାସନ ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ୱାଇ ପକ୍ଷରୁ ଟ୍ରେଟ ବୋଲ୍ଟ ୪ଟି ଓ ଦୀପକ ଚହର ୨ଟି ୱିକେଟ ହାସଲ କରିଛନ୍ତି। 

ହାଇଦ୍ରାବାଦ ମାତ୍ର ୩୫ ରନ ସଂଗ୍ରହ କରିବା ମଧ୍ୟରେ ୫ ୱିକେଟ ହାରାଇ ଦେଇଥିଲା। ଏହାପରେ କ୍ରିଜରେ ଦଳର ମଙ୍ଗ ଧରିଥିଲେ କ୍ଲାସନ। ସେ ଓ ଇମ୍ପାକ୍ଟ ପ୍ଲେୟାର ମନୋହର ସାଙ୍ଗ ହୋଇ ଖେଳି ୯୯ ରନର ପାର୍ଟନରସିପ କରି ଦଳ ପାଇଁ ସମ୍ମାନଜନକ ସ୍କୋର ସଂଗ୍ରହ କରିଥିଲେ। ମୁମ୍ୱାଇ ପକ୍ଷରୁ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଓ ଜସପ୍ରିତ ବୁମରା ୧-୧ ୱିକେଟ ହାସଲ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.