ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ବାଲିଯାତ୍ରାରେ 'ସେଲ୍‌ଫି ଲେ ଲୋ ଜୀ'...ପ୍ରଥମ ଦିନରେ ଲଟେରି ଜରିଆରେ ଆସିଥିବା କିଛି ଭଲ ଫଟୋ

କଟକ ୨୮/୧୧:  ଆସ ବୁଲିିଯିବା ବାଲିଯାତ୍ରା । ପୁଣି ଥରେ ମିଳିଛି ବାଲିଯାତ୍ରାରେ ସେଲ୍‌ଫି ନେବାର ମଜା । ସେଲ୍‌ଫି ତ ସବୁବେଳେ ନେଉଛନ୍ତି ହେଲେ ଲକ୍ଷଲକ୍ଷ ଲୋକଙ୍କ ଗହଳିରେ ଫାଟିପଡୁଥିବା କଟକ  ବାଲିଯାତ୍ରାରେ ବୁଲାବୁଲି, କିଣାକିଣି ଓ ଖିଆପିଆ ସାଙ୍ଗକୁ ନିଜ ବନ୍ଧୁ,  ପରିବାର ଓ ପରିଜନଙ୍କ ସହ ସେଲ୍‌ଫି ଉଠାଇବାର ସୁଯୋଗ ବର୍ଷକେ  ଥରେ ମିଳେ । ସେ ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବାକୁ ଚାହୁଁଥିଲେ ବାଲିଯାତ୍ରା ପଡ଼ିଆକୁ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ରଖି ସେଲ୍‌ଫି ନିଅନ୍ତୁ ଓ ଆମ  ପାଖକୁ  ହ୍ୱାଟ୍‌ସ୍‌ଆପ୍‌ ନଂ: ୮୨୪୯୩୯୦୪୮୮ ଓ [email protected] ପଠାନ୍ତୁ । ପ୍ରତିଦିନ ଲଟେରି ଜରିଆରେ କିଛି ଭଲ ଫଟୋ ବାଛି  ଆମେ ‘ପ୍ରମେୟ’ ଓ ‘ପ୍ରମେୟ ଇ-ପେପର୍‌’ରେ ପ୍ରକାଶ କରିବୁ ।

  • prameyanews
  • PrameyaOdia
  • prameya
  • BaliYatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.