ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

୩ ହଜାର ବର୍ଷ ପୁରୁଣା ମୂର୍ତ୍ତି: ୭୮୦୦ କିଲୋ ଶୁଦ୍ଧ ସୁନା, ୭୮୦,୦୦୦ ହୀରାରେ ପ୍ରସ୍ତୁତ

Published By : Prameya | December 22, 2024 9:27 AM

ନୂଆଦିଲ୍ଲୀ ୨୨/୧୨: ୩୦୦୦ ବର୍ଷ ପ୍ରାଚୀନ ଅନନ୍ତ ପଦ୍ମନାଭସ୍ୱାମୀ ମୂର୍ତ୍ତିକୁ ନେଇ ଚର୍ଚ୍ଚା । ୭୮୦୦ କିଲୋଗ୍ରାମ୍‌ ଶୁଦ୍ଧ ସୁନା, ୭୮୦,୦୦୦ଟି ହୀରା ଏବଂ ୭୮୦ କ୍ୟାରେଟ୍‌ର ହୀରାରେ ଏହି ମୂର୍ତ୍ତି ନିର୍ମିତ ହୋଇଛି । ପଦ୍ମନାଭସ୍ୱାମୀଙ୍କ ମୂଳ ମୂର୍ତ୍ତି ୩୦୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ ରହିଛି । ଏହାର ବର୍ତ୍ତମାନ ମୂଲ୍ୟ ଅନେକ ହଜାର ଲକ୍ଷ କୋଟି ବୋଲି କୁହାଯାଏ । 

ମନ୍ଦିର ମୂର୍ତ୍ତିମାନଙ୍କର ସ୍ଥପତୀ ଓ ଆଧୁନିକ ବିଶେଷଜ୍ଞଙ୍କ ଅନୁସାରେ, ମୂର୍ତ୍ତିର ମୂଲ୍ୟ ଆକଳନ କରାଯାଇ ପାରିନାହିଁ । ଫ୍ରାନ୍ସରୁ ବିଶେଷଜ୍ଞମାନଙ୍କର ଏକ ଟିମ୍‌କୁ ମୂର୍ତ୍ତିର ମୂଲ୍ୟ ଆକଳନ ପାଇଁ ଡକାଯାଇଥିଲା । କିନ୍ତୁ ସେମାନେ ପାରିନଥିଲେ । ସୁନା ଓ ହୀରା ମାମଲାରେ ମୂର୍ତ୍ତିର ଆକଳନ କରିନପାରି ସେମାନେ ଫେରିଯାଇଥିଲେ । ଆଉ କହିଥିଲେ, ଏହି ଚମତ୍କାର ମୂର୍ତ୍ତିକୁ ନିଜ ଆଖିରେ ଦେଖିବା ସବୁଠୁ ବଡ଼ ସୌଭାଗ୍ୟ । ଉପନିବେଶବାଦୀ ଓ ଆକ୍ରମଣକାରୀ ଦେଶକୁ ଲୁଟିବା ପୂର୍ବରୁ ଭାରତ ବିଶ୍ୱର ଅନ୍ୟତମ ସବୁଠୁ ଧନୀ ରାଷ୍ଟ୍ର ଥିଲା । ଏଗୁଡ଼ିକ ତା’ର ଅତି ନ୍ୟୁନ ଅବଶେଷ । ୧୦୦ ବର୍ଷ ପୂର୍ବେ ଭାରତରୁ କେତେ ସମ୍ପତ୍ତି ଲୁଟ୍‌ ହୋଇଥିଲା, ଏଥିରୁ ଅନୁମାନ କରିହୁଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.