ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସଲରାପେଣ୍ଟରେ ୨୩ ଟିକିଆ ହାତୀପଲ

Published By : Prameya | March 25, 2025 8:51 PM

କେନ୍ଦୁଝର ସଦର,୨୫/୩(ଆପ୍ର)କେନ୍ଦୁଝର ବନଖଣ୍ଡ  ଅନ୍ତର୍ଗତ ପଳାଶପଙ୍ଗା ମହାଦେଇଯୋଡା ପଞ୍ଚାୟତ ସଲରାପେଣ୍ଟ ଜଙ୍ଗଲରେ ୨୩ ଟିକିଆ ହାତୀପୋଲ ଡେରାପକାଇଛନ୍ତି।  ସୋମବାର ଏହି ହାତୀପେଲ ବାଂଶପାଳ ବନାଞ୍ଚଳ ଅଞ୍ଚଳଦେଇ ଏଠାରେ ପ୍ରବେଶ କରିଥିଲେ।ଫଳରେ ଯେଉଁ ସ୍ଥାନଦେଇ ଚଳାଚଳ କରିଛନ୍ତି ବାଡି ବଗିଚାରେ ହୋଇଥିବା   ପନିପରିବା ଓ ସୁଲା,ସୂର୍ଯ୍ୟମୁଖୀ ଫୁଲ ଚାଷ ପାଦରେ ଦଳି ନଷ୍ଟ କରିଦେଇଥିଲେ।

 ପଳାଶପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଓ ହାତୀ ଘୋଉଡାଇବା ସ୍କ୍ବାର୍ଡ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି।ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବାକୁ ଦାବି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.