ଦିଗପହଣ୍ଡି, ୯।୬: ଭୀଷ୍ମଗିରିରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ଦୁଇ ଗୋଷ୍ଠୀ ଗଣ୍ଡଗୋଳ I ମାରାଣାସ୍ତ୍ରରେ ଆକ୍ରମଣ ୪ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ପରେ ସମସ୍ତ ଆହତଙ୍କୁ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି I ଦିଗପହଣ୍ଡି ପୋଲିସର ତଦନ୍ତ ଆରମ୍ୱା ଗାଁରେ ଯାତ୍ରା ଚାଲିଥିବା ସମୟରେ ଗଣ୍ଡଗୋଳକୁ ନେଇ ଲୋକେ ଭୟଭୀତ ଥିବା ସୂଚନା I