ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ବିରାଟ କୋହଲୀ ଆରସିବିରେ ରହିବେ କି ନାହିଁ ଲିକ୍ ହେଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ, ୨୨/୧୦ : ସମସ୍ତ ଆଇପିଏଲ୍ ୧୦ଟିମକୁ ୩୧ଅକ୍ଟୋବର ସନ୍ଧ୍ୟା ୫ଟା ସୁଦ୍ଧା ଆଇପିଏଲ୍ ୨୦୨୫ଲାଗି ନିଜ ନିଜ ରିଣ୍ଟେଶନ ଲିଷ୍ଟ ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼କୁ ଦେବାକୁ ପଡ଼ିବ । ଏହା ମଧ୍ୟରେ ଭାରତୀୟ ପ୍ରିମିୟର ଲିଗର ସବୁଠାରୁ ଲୋକପ୍ରିୟ ଟିମରୁ ଗୋଟିଏ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଉପରେ ନଜର ରହିଛି । ବହୁ ପ୍ରଶ୍ନ ଅଛି କି ଆରସିବି ବିରାଟ କୋହଲୀ, ଫାଫ ଡୁ ପ୍ଲେିସିସ, ମହମ୍ମଦ ସିରାଜ, ଗ୍ଲେନ ମ୍ୟାକ୍ସଓ୍ବେଲ ଏବଂ ଅନ୍ୟ ବଡ଼ ଖେଳାଳୀଙ୍କ ମଧ୍ୟରୁ କାହାକୁ ରିଣ୍ଟେଶନ କରିବ । 

ଏବେ ପର୍ଯ୍ୟନ୍ତ ଗଣମାଧ୍ୟମ ରିପୋର୍ଟରେ ଖୁଲାସା ହୋଇଛି କି ଆରସିବି ଆଗାମୀ ସିଜନ ଲାଗି ବିରାଟ କୋହଲୀ ଏବଂ ମହମ୍ମଦ ସିରାଜଙ୍କ ରିଟନ କରିପାରେ । ବିରାଟ ଏବଂ ସିରାଜଙ୍କ ନାଁ ରିଟେନ ଲିଷ୍ଟରେ ସାମିଲ ହେବା ପ୍ରାୟ ନିଶ୍ଚିତ ଲାଗୁଛି । କିନ୍ତୁ କେତେକ ବିଦେଶୀ ଖେଳାଳୀଙ୍କ ଖଣ୍ଡା ଝୁଲିପାରେ ।

ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ରିଲିଜ କରିବାରେ ଅଛି । ଯିଏ ଗତ ସିଜନରେ ୧୦ମ୍ୟାଚରେ ମାତ୍ର ୫୨ରନ୍ କରିଥିଲେ ଏବଂ କେବଳ ବୋଲିଂରେ ୬ଓ୍ବିକେଟ ନେଇଥିଲେ । ଆରସିବି ଅଷ୍ଟେ୍ରଲିଆ ଅଲରାଉଣ୍ଡର କ୍ୟାମରନ ଗ୍ରୀନକୁ ରିଟନ କରିବା ଉପରେ ଯୋର ଦେଇପାରିଥାନ୍ତା, କିନ୍ତୁ ସେ ପ୍ରାୟ ଆହତ ହୋଇଯାଇଛନ୍ତି । ଏବେ ସେ ଆରସିବିର ମ୍ୟାନେଜମେଣ୍ଟରେ ନିର୍ଭର କରିଥାଏ କି ଆହତ ହେବା ପରେ କ୍ୟାମରନ ଗ୍ରୀନଙ୍କ ଉପରେ ବାଜି ଲଗାଇବେ କି ନାହିଁ । ଆଇପିଏଲ୍ ୨୦୨୪ରେ ବେଙ୍ଗାଲୁରୁ ଲାଗି ତୁଫାନୀ ଅନ୍ଦାଜରେ ୨୩୦ରନ୍ କରିଥିବା ବିଲ ଜ୍ୟାକ୍ସଙ୍କୁ ବି ରିଲିଜ କରାଯାଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.