ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣାକଟା, ୫ ଗୁରୁତର

କୋଣାର୍କ,୧୦/୧୦: ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା । ଘଟଣାରେ ଗୁରୁତର ହେଲେ ୫ଜଣ । ବସ୍ତିରେ ବୁଲିଲା ମାରଣାସ୍ତ୍ର । ଗୋପ ଥାନା ଅନ୍ତର୍ଗତ ଗୋପ ବସ୍ତିରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଗୋପ ବସ୍ତିର ଦୁଇ ପରିବାର ମଧ୍ୟରେ ଅନେକ ସମୟରେ ଜମିଜମାକୁ ନେଇ କଳହ ହେଉଥିଲା । ତେବେ ଗୁରୁବାର ଏହି କଳହ ଭୟଙ୍କର ରୂପ ନେଲା । ଉଭୟ ପରିବାର ମଧ୍ୟରେ ହଣା କଟା ହୋଇ ୫ ଜଣ ଗୁରୁତର ହୋଇଥିଲେ । ଏହା ସହ ବସ୍ତିରେ ମାରଣାସ୍ତ୍ର ଧରି ମଧ୍ୟ ବୁଲିଥିଲେ । ଏହି ଘଟଣାରେ ଗୁରୁତର ହୋଇଥିବା ୫ ଜଣଙ୍କୁ ପରିବାରର ଅନ୍ୟ ସଦସ୍ୟ ସ୍ଥାନୀୟଲୋକଙ୍କ ସହାୟତାରେ ଗୋପ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି । ଏହା ସହ ଗୋପ ଟପୋଲିସକୁ ମଧ୍ୟ ଏହି ଘଟଣା ସମ୍ୱନ୍ଧରେ ଖବର ଦେଇଥିଲେ । ଖବର ପାଇ ଧଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.