ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ସୁମା ରିୟଲ ମିଡିଆର ନୂଆ ସେଲ୍‌ସ ଡିଜିଏମ୍ ଜ୍ୟୋତିର୍ମୟ ପାଣିଗ୍ରାହୀ

ଭୁବନେଶ୍ୱର,୦୪/୦୭: ସୁମା ରିୟଲ ମିଡିଆ  ପ୍ରାଇଭେଟ ଲିମିଟେଡ (ଏସ୍‌ଆର୍‌ଏମ୍‌ପିଏଲ୍‌)ର ନୂଆ ସେଲ୍‌ସ ଡିଜିଏମ୍‌ ଭାବେ ବୁଧବାର ଯୋଗ ଦେଇଛନ୍ତି ଜ୍ୟୋତିର୍ମୟ ପାଣିଗ୍ରାହୀ । କମ୍ପାନିର ସିଇଓ ସୁନୀଲ ଦାସ, ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ହିମାଂଶୁ ହୋତା, ଡିଜିଏମ୍‌ ଏସ୍‌ଏଫ୍‌ ଅଲ୍ଲୀ, ଡିଜିଏମ୍‌ ସିଦ୍ଧାର୍ଥ ରାଏ ଏବଂ ଏଜିଏମ୍‌ ବିଶ୍ୱରୂପ ପରିଡାଙ୍କ ଉପସ୍ଥିତିରେ ଶ୍ରୀ ପାଣିଗ୍ରାହୀ କାର୍ଯ୍ୟାରମ୍ଭ କରିଛନ୍ତି । ତାଙ୍କୁ ଟିମ୍‌କୁ ସ୍ୱାଗତ କରିଥିଲେ ସିଇଓ ଶ୍ରୀ ଦାସ ଏବଂ ଗ୍ରୁପ ଡାଇରେକ୍ଟର ଶ୍ରୀ ହୋତା ।

ଶ୍ରୀ ପାଣିଗ୍ରାହୀ ସୁମା ରିୟଲ ମିଡିଆର ନୂଆ ବିଜ୍‌ନେସ ଏବଂ ଇଭେଣ୍ଟ କ୍ଷେତ୍ରରେ କାର୍ଯ୍ୟ କରିବେ । ବିଜ୍ଞାପନ ସେଲ୍‌ସ କ୍ଷେତ୍ରରେ ତାଙ୍କର ଦୀର୍ଘ ୨୨ ବର୍ଷର ଅଭିଜ୍ଞତା ରହିଛି । ଦୈନିକ ଖବରକାଜକ ଧରିତ୍ରୀ ଏବଂ ସକାଳ ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ । ପର୍ସନାଲାଇଜ୍‌ ସେବା ଏବଂ ମାର୍ଜିତ ବ୍ୟବହାର ଲାଗି ସେ ବିଜ୍ଞାପନଦାତାଙ୍କ ମଧ୍ୟରେ ବେଶ୍‌ ଗ୍ରହଣୀୟ ହୋଇପାରିଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ସୁମା ରିୟଲ ମିଡିଆରେ ଯୋଗଦାନ ସେଲ୍‌ସ ଟିମ୍‌କୁ ଦୃଢ଼ କରିବ ବୋଲି କମ୍ପାନିର ବରିଷ୍ଠ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.