ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଜୁଲାଇ ୨୩ କିମ୍ବା ୨୪ରେ ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୦୨/୦୭: ଜୁଲାଇ ୨୩ କିମ୍ବା ୨୪ରେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକବର୍ଷର  ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଉପସ୍ଥାପନ କରିପାରନ୍ତି । ଏକ  ରିପୋର୍ଟରୁ ଏହା ଜଣାପଡ଼ିଛି । ତେବେ ସରକାରଙ୍କ ଦ୍ୱାରା ଏହାକୁ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ବଜେଟ୍‌ ଉପସ୍ଥାପନର ତାରିଖ ପାଖେଇ ଆସୁଥିବାବେଳେ  ଜନସାଧାରଣ, ଶିଳ୍ପ ଏବଂ ଅର୍ଥନୀତିଜ୍ଞମାନଙ୍କ ପକ୍ଷରୁ ଏହାକୁ ନେଇ ଅନେକ ଆଶା ସଂଚାର ହୋଇଛି । 

ସୂଚନାଯୋଗ୍ୟ,  ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ  ହୋଇଛି । ସୂତ୍ରରୁ ଜଣାପଡ଼ିଛି ଯେ, ସଂସଦର ମୌସୁମୀ  ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇପାରେ ଏବଂ  ଏହା ପରେ ପରେ ବଜେଟ୍‌ ଉପସ୍ଥାପନ ହେବ । ଏହି  ଅଧିବେଶନ ଅଗଷ୍ଟ ୯ ଯାଏ ଚାଲିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.