ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ହଷ୍ଟେଲରେ ଥାଳି ଓ ଲେମ୍ବୁକୁ ନେଇ ଗଣ୍ଡଗୋଳ, ଛାତ୍ରଙ୍କୁ ଛୁରୀ ଭୁସି ଦେଲା ଛାତ୍ର

କୋରାପୁଟ,୧୯।୮ : ହଷ୍ଟେଲରେ ଥାଳି ଓ ଲେମ୍ବୁ ନେଇ ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ଆକ୍ରମଣ କରିଛି । ଏଥିରେ ଛାତ୍ର ଜଣକ ଗୁରୁତର ହୋଇଛି। ଏଭଳି ଏକ ଘଟଣା କୋରାପୁଟ  ଜିଲ୍ଲା ଲକ୍ଷ୍ମୀପୁର ବ୍ଳକର ଅଧୀନ ଏକ ସେବାଶ୍ରମରେ ଘଟିଛି। 

ରବିବାର ରାତିରେ ଜଣେ ଛାତ୍ର ଚାଓମିନ ଖାଇ ହଷ୍ଟେଲକୁ ଆସିଥିଲେ। ପରେ ଖାଇବା ସମୟରେ ଦୁଇଛାତ୍ରଙ୍କ ମଧ୍ୟରେ ଥାଳି ଓ ଲେମ୍ବୁକୁ ନେଇ  ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଲେମ୍ବୁ କାଟିବାକୁ ଆଣିଥିବା ଛୁରୀରେ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କ ପେଟକୁ ଛୁରୀ ଭୁସି ଦେଇଥିଲା। ଏଥିରେ ଛାତ୍ର ଜଣକ ଗୁରୁତର ହୋଇଥିଲା। ଗୁରୁତର ଛାତ୍ରକୁ ଜଣେ ଶିକ୍ଷକ ଓ ପିଅନ ରାତିରେ ଆଣି କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.