ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କିଙ୍ଗ୍ ଖାନଙ୍କ ସ୍ବାସ୍ଥ୍ୟ କିଭଳି ଅଛି ? ମ୍ୟାନେଜର ଦେଲେ ଅପଡେଟ୍...

ନୂଆଦିଲ୍ଲୀ,୨୩/୫ : ଶାହରୁଖ ଖାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ସାମ୍ନାକୁ ଆସିଲା ନୂଆ ଅପଡେଟ୍ । କିଙ୍ଗ୍ ଖାନଙ୍କ ମ୍ୟାନେଜର ପୋଷ୍ଟ ସେୟାର କରି ଲେଖିଛନ୍ତି କି ଶାହରୁଖଙ୍କ ସ୍ବାସ୍ଥ୍ୟ ଏବେ ପୂର୍ବାପେକ୍ଷା ବହୁତ ଭଲ ଅଛି । ପୂଜା ଲେଖିଛନ୍ତି କି- ମୁଁ ମିଷ୍ଟର ଖାନଙ୍କ ସମସ୍ତ ଶୁଭେଚ୍ଛୁ ଏବଂ ଫ୍ୟାନ୍ସଙ୍କୁ ଏହି କଥା କହିବାକୁ ଚାହୁଁଛି କି ତାଙ୍କ ସ୍ବାସ୍ଥ୍ୟବସ୍ଥା ପୂର୍ବଠାରୁ ଭଲ ଅଛି । ଆପଣଙ୍କ ଭଲପାଇବା, ପ୍ରାର୍ଥନା ଲାଗି ଧନ୍ୟବାଦ । ଏହାସହ ପୂଜା ହାତ ଯୋଡ଼ିବାର ଏକ ଇମୋଜି ପୋଷ୍ଟ କରିଛନ୍ତି ।

ପ୍ରକାଶ ଯେ, ୨୧ମଇ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ ୨୦୨୪ର ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଖେଳାଯାଇଥିଲା । ଏହି ମୁକାବିଲାରେ କେକେଆର ବାଜି ମାରି ନେଇଥିଲା ଏବଂ ଚତୁର୍ଥ ଥର ଫାଇନାଲରେ ଏଣ୍ଟ୍ରି କରିଛି । ଏହି ମ୍ୟାଚ ଲାଗି ଶାହରୁଖ ଖାନ ଦୁଇ ଦିନରୁ ଅହମ୍ମଦାବାଦ ଆସିଥିଲେ । ଗରମ ଅଧିକ ହେବା କାରଣରୁ ତାଙ୍କର ଡିହାଇଡ୍ରେଶନ ହୋଇଥିଲା । ମ୍ୟାଚ୍ ପରେ ଶାହରୁଖ ଖାନ ପଡ଼ିଆରେ ବହୁ ସମୟ ପର୍ଯ୍ୟନ୍ତ ରହିଥିଲେ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଥିଲେ । ଏହାପରେ ବିଳମ୍ବିତ ରାତିରେ ସେ ନିଜ ଟିମ୍ ସହ ଅହମ୍ମଦାବାଦର ଏକ ପଞ୍ଚ ତାରକା ହୋଟେଲରେ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କୁ ଟିମ୍‌ ସହ ଭବ୍ୟ ସ୍ବାଗତ କରାଯାଇଥିଲା । 

ଶାହରୁଖ ଖାନଙ୍କ ୨୨ମଇ ସକାଳେ ସ୍ବାସ୍ଥ୍ୟ ବିଗିଡ଼ିଥିଲା । ଯାହାପରେ ତାଙ୍କୁ ଅପରାହ୍ନ ୧ଟାବେଳେ କେଡି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏ‌ବେ ତାଙ୍କ ସ୍ବାସ୍ଥ୍ୟରେ ବହୁ ସୁଧାର ଦେଖିବାକୁ ମିଳିଛି । ଆଶା କରାଯାଉଛି କି ଶାହରୁଖଙ୍କୁ ୨୩ମଇ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଛାଡ଼ି ଦିଆଯିବ । ମାତ୍ର ଡାକ୍ତର କିମ୍ବା ମ୍ୟାନେଜର ପୂଜାଙ୍କ ପକ୍ଷରୁ ଏହା ଉପରେ ଏବେ ପର୍ଯ୍ୟନ୍ତ କୌଣସି ଖବର ସାମ୍ନାକୁ ଆସିନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.