ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

‘ମୁଁ ଚାହୁଁଛି କି…’ ଭାରତ ଫେରିବା ପୂର୍ବରୁ ରୋହିତଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଭାଇରାଲ୍

ନୂଆଦୀଲ୍ଲୀ,୩/୭ : ଟି-୨୦ ବିଶ୍ବକପ ବିଜେତା ଭାରତୀୟ କ୍ରିକେଟ ଟିମ୍ ଗୁରୁବାର ଖୋଲା ବସରେ ରୋଡ଼ ଶୋ ପରେ ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ସମ୍ମାନିତ କରାଯିବ । ଭାରତୀୟ ଟିମ୍ ଗୁରୁବାର ସକାଳ ୬ଟା ୨୦ମିନିଟରେ ନୂଆଦିଲ୍ଲୀସ୍ଥିତ ପହଞ୍ଚିବାକୁ ଆଶା ଅଛି । ବିମାନ କାଲି ସକାଳେ ଦିଲ୍ଲୀରେ ପହଞ୍ଚିବ । ଟିମ୍ ସକାଳ ୧୧ଟାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିବେ । ଏହାପରେ ଟିମ୍ ମୁମ୍ବାଇ ଲାଗି ଉଡ଼ାଣ ଭରିବ । ଯେଉଁଠାରେ ତାଙ୍କ ସମ୍ମାନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଭାରତ ଫେରୁ୍‌ଥିବା ଟିମ୍ ଇଣ୍ଡିଆକୁ ଫ୍ୟାନ୍ସ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହା ମଧ୍ୟରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ୍ସରେ ଫ୍ୟାନ୍ସଙ୍କ ନାଁରେ ଏକ ପୋଷ୍ଟ ସେୟାର କରିଛନ୍ତି । ରୋହିତ ପୋଷ୍ଟରେ ଫ୍ୟାନ୍ସଙ୍କ ସହ ଏହି ବିଜୟ ଉତ୍ସବ ମନାଇବାକୁ ଆମନ୍ତ୍ରିତ କରିଛନ୍ତି । ପୋଷ୍ଟରେ ରୋହିତ ଲେଖିଛନ୍ତି କି, ‘ଆମେ ଆପଣ ସମସ୍ତଙ୍କ ସହ ଏହି ବିଶେଷ ମୂହୁର୍ତ୍ତର ଆନନ୍ଦ ନେବାକୁ ଚାହୁଁଛୁ । ତ ଚାଲନ୍ତୁ ୪ଜୁଲାଇ ସନ୍ଧ୍ୟା ୫ଟା ସମୟରେ ମରୀନ ଡ୍ରାଇଭ ଏବଂ ଓ୍ବାଙ୍ଖେଡ଼େରେ ବିଜୟ ପରେଡ଼ ସହ ଏହି ବିଜୟ ଉତ୍ସବ ପାଳିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.