କଟକ,୧୮।୩ : ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ। ସ୍ଥଗିତ ରହିଲା ରେଭେନ୍ସା ସମାବର୍ତ୍ତନ ଉତ୍ସବ। ଆସନ୍ତା ୨୫ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସମାବର୍ତ୍ତନ ଉତ୍ସବ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶେଷ ଆୟୋଜନ କରାଯାଉଥିଲା। କିନ୍ତୁ କେଉଁ କାରଣ ପାଇଁ ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ ହେଲା ତାହା ଜଣାପଡି ନାହିଁ।

ଦେଶର ୪୫ ପ୍ରତିଶତ ବିଧାୟକଙ୍କ ନାମରେ ରହିଛି ଆପରାଧିକ...