ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ସେପ୍ଟେମ୍ବର ୧୧ରୁ ସେମିକନ ଇଣ୍ଡିଆ ୨୦୨୪ର ଉଦ୍‌ଘାଟନ୍ କରିବେ ପ୍ରଧାନମନ୍ତ୍ରୀ, ୩ ଦିନ ଧରି ଚାଲିବ ସମ୍ମିଳନୀ

ନୂଆଦିଲ୍ଲୀ,୧୦/୦୯: ଚଳିତ  ମାସ ୧୧ରୁ ୧୩ ଯାଏ ୩ ଦିନିଆ ସେମିକଣ୍ଡକ୍ଟର ସମ୍ମିଳନୀ ସେମିକନ  ଉତ୍ତରପ୍ରଦେଶର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଶୁଭାରମ୍ଭ କରିବା ସହ ସମ୍ବୋଧିତ  କରିବେ । ସେମିକଣ୍ଡକ୍ଟର ଡିଜାଇନ,  ଉତ୍ପାଦନ, ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ  ଦିଗରେ ଭାରତକୁ ଏକ ବିଶ୍ୱ ସ୍ତରୀୟ ହବ୍‌  ଭାବେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ  ଦୃଷ୍ଟିକୋଣ ରହିଛି । ଏହି ଅନୁଯାୟୀ  ସେପିଂ ଦ ସେମିକଣ୍ଡକ୍ଟର ଫ୍ୟୁଚର  ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ  ହେଉଛି । ଏହି ୩ ଦିନିଆ କାର୍ଯ୍ୟକ୍ରମରେ  ଦେଶର ସେମିକଣ୍ଡକ୍ଟର ଋଣନୀତି ଏବଂ  ନୀତି ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମରେ  ବିଶ୍ୱ ନେତା, କମ୍ପାନି ଏବଂ ଶିଳ୍ପ ବିଶେଷଜ୍ଞ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.