ନୂଆଦିଲ୍ଲୀ,୨୨/୦୯: ଟ୍ରାଭେଲ ଟେକ୍ନୋଲୋଜି ପ୍ଲାଟ୍ଫର୍ମ ଓୟୋ ବ୍ଲାକ୍ଷ୍ଟୋନ୍ ରିୟଲ ଇଷ୍ଟେଟ୍ ସମର୍ଥିତ ଆମେରିକାର ଶସ୍ତା ହୋଟେଲ ଚେନ୍ ମୋଟେଲ ୬ ଏବଂ ଷ୍ଟୁଡିଓ ୬ ବ୍ରାଣ୍ଡକୁ କିଣିବାକୁ ସହମତି ପ୍ରକାଶ କରିଛି । ୫୨.୫ କୋଟି ଡଲାରର ନଗଦ ନେଣନେଣରେ ଏହି ଚୁକ୍ତି ହେବ । ଏହି ଡିଲ୍ ସମ୍ପୂର୍ଣ୍ଣ ରୂପେ ନଗଦରେ ହେବ ବୋଲି ଜଣାପଡ଼ିଛି । ଭାରତୀୟ ୟୁନିକର୍ଣ୍ଣ ଓୟୋ ଆମେରିକାରେ ଜୋରଦାର ସମ୍ପ୍ରସାରଣ କରୁଛି । ଓୟୋର ମୂଳ କମ୍ପାନି ଓରାଭେଲ ଷ୍ଟେଜ୍ ଶନିବାର ଏହି ଘୋଷଣା କରିଛି।
ଅସଜଡ଼ା ବିରୋଧୀଙ୍କ ଘର: ବିନା ସେନାରେ କେମିତି ଲଢ଼ିବେ ବ...