ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବେଲ୍‌ଜିୟମରେ ସ୍ପଟ୍ ହେଲେ ପିଏନ୍‌ବି ଠକେଇ ଅଭିଯୁକ୍ତ ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୨୨/୦୯: ପଞ୍ଜାବ  ନ୍ୟାସ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ରେ  ପ୍ରାୟ ୨୦୦ କୋଟି ଡଲାରର ଜାଲିଆତି  ଭିଆଇ ଦେଶରୁ ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ  ବେଲ୍‌ଜିୟମରେ ଦେଖିବାକୁ ମିଳିଛି । ନିଜ ସୁରକ୍ଷିତ ଠିକଣାରୁ ବାହାରକୁ ଆସିଥିବାରୁ ଏବେ ଚୋକ୍‌ସିଙ୍କୁ ଭାରତକୁ ପତ୍ୟର୍ପଣ  କରିବା ପାଇଁ ଜୋର୍‌ଦାର ପ୍ରୟାସ କରାଯିବ  ବୋଲି ଅନୁମାନ କରାଯାଉଛି । ସମାନ ମାମଲାରେ ଚୋକ୍‌ସିଙ୍କ ସମ୍ପର୍କୀୟ ନୀରବ ମୋଦି ଭାରତରୁ ଫେରାର ହୋଇ ଲଣ୍ଡନ  ଜେଲ୍‌ରେ ବନ୍ଦ ଅଛନ୍ତି । ଠକେଇ  ମାମଲାରେ ନାଁ ଆସିବା ପରେ ଚୋକ୍‌ସି  ଆଣ୍ଟିଗୁଆ ଏବଂ ବରବୁଡାର ନାଗରିକତା  ହାସଲ କରିଥିଲେ । ଉଭୟ ଦେଶ  ସହିତ ଭାରତର କୌଣସି ପ୍ରତ୍ୟର୍ପଣ  ଚୁକ୍ତି ନାହିଁ । ତେଣୁ ସେଠାରେ ସୁରକ୍ଷିତ  ଭାବେ ରହି ଆସୁଥିଲେ ଚୋକ୍‌ସି । ଏବେ ବେଲ୍‌ଜିୟମ୍‌ରେ ତାଙ୍କୁ ଦେଖିବାକୁ  ମିଳିଥିବାରୁ ଭାରତୀୟ ଏଜେନ୍ସିଗୁଡ଼ିକ  ଚୋକ୍‌ସିଙ୍କୁ ଭାରତକୁ ଆଣିବା ପାଇଁ  ସକ୍ରିୟ ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.