ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମାଛ ଧରିବାକୁ ଯାଇ କୋଲାବ ଜଳଭଣ୍ଡାରରେ ବୁଡିଲା ଡ଼ଙ୍ଗା : ଜଣେ ନିଖୋଜ

ଲମତାପୁଟ, ୨।୭ :  କୋଲାବ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ l ଯୁବକ ଜଣକ  ହେଲେ ଚାନ୍ଦାଲମଣ୍ଡା ଗ୍ରାମର  ଧନୁର୍ଯ୍ୟ ଶିସା। ଲମତାପୁଟ ବ୍ଲକ ଚାନ୍ଦାଲମଣ୍ଡା ଗ୍ରାମର  ଧନୁର୍ଯ୍ୟ ଶିସା ଗତ କାଲି ରାତିରେ ମାଛ ଧରିବାକୁ ଯାଇ ଘରକୁ ଫେରି ନଥିଲେ l ସକାଳୁ ପରିବାର  ଲୋକ ଖୋଜା ଖୋଜି  କରିଥିଲେ। ମାଧେଇପୁଟ ନଦୀ ଘାଟରେ ଧନୁର୍ଯ୍ୟଙ୍କ ମଟର ସାଇକେଲ ଏବଂ ଚପଲ ପଡ଼ି ଥିବା ଦେଖିଥିଲେ l 

ମଝି ନଈରେ ଡ଼ଙ୍ଗା ଓଲଟି ଭାସୁଥିବା ଦେଖି  ଗ୍ରାମବାସୀଙ୍କ ସହାୟତାରେ ଓଲଟି ଥିବା ଡ଼ଙ୍ଗାକୁ କୂଳକୁ ଆଣିଥିଲେ।  କିନ୍ତୁ ଦନୁର୍ଜ୍ୟଙ୍କ କୌଣସି ପତ୍ତା ମିଳିନଥିଲା l ଖବର ଲମତାପୁଟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି l

ଆହୁରି ପଢନ୍ତୁ : ମୁକ ବଧିର ଅଭିନୟ କରି ଘରୁ କରୁଥିଲେ ଚୋରୀ : ୨ ଗିରଫ, ୨୨ ମୋବାଇଲ ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.