ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଭାଙ୍ଗିଲା ପୁରୁଣା କୋଠାଘର : ଜଣେ ମୃତ, ୩ ଗୁରୁତର

ବରଗଡ଼,୩।୩ : ଅତାବିରା ଥାନା ଗୋଡଭଗା ରେଳ ଷ୍ଟେସନ ନିକଟରେ ଥିବା ଏକ ବହୁ ଦିନର   ପୁରୁଣା କୋଠା ଘର ଭାଙ୍ଗି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ   ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଗୋଡ଼ଭଗା   ପୋଲିସ , ଦମକଳ ବାହିନୀ, ରେଳ ବିଭାଗ କର୍ମଚାରୀ, ସ୍ଥାନୀୟ ସରପଞ୍ଚ ଉଦ୍ଧାର କରି ଆହତଙ୍କୁ ବୁର୍ଲା ବଡ଼ମେଡିକାଳକୁ  ପଠାଇଛନ୍ତି।  ସମସ୍ତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣା ପଡ଼ିଛି ।ସମସ୍ତ ମୃତ ଓ ଆହତ ବ୍ୟକ୍ତିମାନେ ବିହାର ରାଜ୍ୟର ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ ।

ଗୋଡ଼ଭଗା ରେଳ ଷ୍ଟେସନ ର ପୁରୁଣା ଗୃହ ଭାଙ୍ଗି ନବ ନିର୍ମିତ ଗୃହ ତିଆରି କାର୍ଯ୍ୟ ପାଇଁ ଏକ ଠିକା ସଂସ୍ଥା ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ବୋଲି ସ୍ଥାନୀୟ ସରପଞ୍ଚ ସୁଷମା ସାହୁ   ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ଗାଡିରୁ ପ୍ଲାଇଉଡ କାଢିବା ବେଳେ ଅଘଟଣ : ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.