ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ପ୍ରକାଶ ପାଇଲା OCS ପ୍ରିଲିମ୍ ରେଜଲ୍ଟ, ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ

Published By : Prameya | February 7, 2025 6:10 PM

ଭୁବନେଶ୍ୱର, ୭।୨: ଆସିଲା ଓସିଏସ୍‌ ପ୍ରିଲିମ୍ ରେଜଲ୍ଟ । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଏମାନଙ୍କ ଭିତରୁ ୧୫୭୩ ମହିଳା ମେନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓସିଏସ୍-୨୦୨୩ ରେଜଲ୍ଟ ପ୍ରକାସ ପାଇଛି । କହିରଖୁ କି, ୧୫ ଡିସେମ୍ୱର ୨୦୨୪ରେ OCSର ପ୍ରିଲିମ୍ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୩୯୯ ଭାକେନ୍ସି ରହିଥିଲା । ଯାହାର ୧୨ ଗୁଣା ପରୀକ୍ଷାର୍ଥୀ ପ୍ରିଲିମ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହାର ମେନ୍ସ ପରୀକ୍ଷା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.