ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୫୦୦ କଫ ସିରଫ, ନିଶା ଇଞ୍ଜେକସନ ଜବତ : ଜଣେ ଗିରଫ

ବରଗଡ, ୬।୭ :  ବରଗଡ ସହରର ଏକ ନଂ ୱାର୍ଡ ମାଲପଡ଼ାର ଏକ ଘରେ ପୋଲିସ ଚଢ଼ାଉ କରି ଵିପୁଳ ପରିମାଣର କଫ ସିରଫ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବୁଲୁ ସାହୁ। 

 ଟାଉନ ଥାନା ପୁଲିସ ସହରର ଏକ ନଂ ୱାର୍ଡର ମାଲପଡ଼ାର ଏକ ଘରେ ବିପୁଳ ପରିମାଣର କଫ ସିରଫ ଥିବା ଖବର ପାଇ ଚଢାଉ କରିଥିଲା। ଘରୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ  ୫୦୦ କଫସିରଫ, ୧୨ ଶହ ନିଶା ଇଂଜେକସନ , ୨୦୦ ଷ୍ଟିପ ନିଶା ବଟିକା ସହ କିଛି  ନଗଦ ଟଙ୍କା ଜବତ କରିଛି । ଏହି ଘଟଣାରେ ବୁଲୁ ସାହୁକୁ ଗିରଫ କରି ବରଗଡ଼ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.