ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

‘ମୋ ଫିଲ୍ମ ଆୱାର୍ଡ ଜିତି ପାରିଲା ନାହିଁ ... ‘ ପୁରସ୍କାର ନମିଳିବାରୁ କଙ୍ଗନାଙ୍କ ପ୍ରତିକ୍ରିୟା

ମୁମ୍ୱାଇ : ୬୯ତମ ନ୍ୟାସନାଲ ଆୱାର୍ଡ ୱିନର ତାଲିକାର ଘୋଷଣା ହୋଇ ସାରିଛି। ଏହି ପୁରସ୍କାରକୁ ଷ୍ଟାରମାନେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଥିଲେ ।୨୪ ଅଗଷ୍ଟରେ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଜାତୀୟ ପୁରସ୍କାର ବିଜେତାଙ୍କ ନାମର ଘୋଷଣା କରାଯାଇଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍‌ ପ୍ରତିକ୍ରିୟା ଆସୁଛି। ସୋସିଆଲ ମିଡ଼ିଆ ୟୁଜରଙ୍କ ଠାରୁ ନେଇ ଷ୍ଟାରମାନେ ପ୍ରତିକ୍ରିୟା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।

ସେପଟେ ଜାତୀୟ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା ହେବା କ୍ଷଣି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଛି । ଏହି ପୋଷ୍ଟରେ ଅଭିନେତ୍ରୀ ୱିନରଙ୍କୁ ଶୁଭେଚ୍ଛା ଦେବା ସହ ହିଁ କିଛି ମାତ୍ରାରେ ନିରାଶ ନଜର ଆସିଛନ୍ତି।

{"id":615927,"width":598,"height":448,"sizeSlug":"full","linkDestination":"none"}

୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡି଼ଆ…

‘ଥଲାଇଭି’ କୁ ପୁରସ୍କାର ନମିଳିବା ନେଇ କଙ୍ଗନା କଲେ ପୋଷ୍ଟ-

 କଙ୍ଗନା ରଣାୱତ ୬୯ତମ ନ୍ୟାସନାଲ ପୁରସ୍କାର ତାଲିକାର ଘୋଷଣା ହେବା କ୍ଷଣି ନିଜର ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ କଙ୍ଗନା ବିଜେତାଙ୍କୁ ଶୁଭେଚ୍ଛା ସହ ପ୍ରଶଂସକଙ୍କୁ ନିଜର ହୃଦୟର କଥା କହିଛନ୍ତି । ସେ ଲେଖିଛନ୍ତି ,  ରାଷ୍ଟ୍ରୀୟ ପୁରସ୍କାର ୨୦୨୩ ର ସବୁ ବିଜେତାଙ୍କୁ ଶୁଭେଚ୍ଛା । ଏହା ଏକ ଏମିତି କଳାର କାର୍ନିଭାଲ , ଯାହା ସାରା ଦେଶର ସବୁ କଳାକାରଙ୍କୁ ଗୋଟିଏ ମଞ୍ଚରେ ଠିଆ କରାଇ ଥାଏ ...ସବୁ ଭାଷାରେ ହେଉଥିବା ଏତେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଜାଣିବା ଓ ଏହାସହ ପରିଚିତ ହେବା , ବାସ୍ତବିକ ମ୍ୟାଜିକାଲ। ଆଜି ସମସ୍ତଙ୍କୁ ଯଦି ଏହି କଥାରେ ଦୁଃଖ ହେଉଛି କି ମୋ ଫିଲ୍ମ ଥଲାଇଭିକୁ କୌଣସି ପୁରସ୍କାର ମିଳିନାହିଁ ...ତ ଏହି କଥା ଜାଣନ୍ତୁ କି ଭଗବାନ କୃଷ୍ଣ ମୋତେ ଯାହା କିଛି ଦେଇଛନ୍ତି ଓ ଯାହା ଦେଇ ନାହାନ୍ତି , ମୁଁ ଏଥିପାଇଁ ସର୍ବଦା ହିଁ ତାଙ୍କ ପାଖରେ କୃତଜ୍ଞ ରହିଛି । ଆପଣମାନେ ସମସ୍ତେ ବାସ୍ତବିକ ମୋତେ ଯେଉଁ ଭଲ ପାଇବା ଦେଇଛନ୍ତି ଏବଂ ମୋର ପ୍ରଶଂସା କରନ୍ତି, ସେମାନେ ବି ମୋର ଦୃଷ୍ଟିକୋଣକୁ ପ୍ରଶଂସା କରିବା ଉଚିତ । ମୋର ବିଶ୍ୱାସ କି ଜୁରୀ ନିଜର ବେଷ୍ଟ କାମ କରିଛନ୍ତି ...ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି , ହରେ କୃଷ୍ଣ।

Congratulations ବନ୍ନି: ଜାତୀୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବା ପରେ ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ

ଆପଣଙ୍କୁ ଜଣାଇ ଦେଉଛୁ କି , ଚଳିତ ଥର ବେଷ୍ଟ ଅଭିନେତ୍ରୀ ନ୍ୟାସନାଲ ଆୱାର୍ଡ କ୍ୟାଟେଗୋରୀ ପାଇଁ ପୂର୍ବରୁ ଆଲିଆ ଭଟ୍ଟ ଓ କଙ୍ଗନା ରଣାୱତଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସମସ୍ତଙ୍କ ଆଶା ଥିଲା କି କଙ୍ଗନା ବାଜି ମାରିନେବେ , କିନ୍ତୁ ଆଲିଆଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶନାରେ ଗଙ୍ଗୁବାଇ କାଠିୟାବାଡି ପାଇଁ ବେଷ୍ଟ ଅଭିନେତ୍ରୀର ପୁରିସ୍କାର ମିଳିଛି । ଅଲ୍ଲୁ ଅର୍ଜୁନ ଫିଲ୍ମ ପୁଷ୍ପା ପାଇଁ ବେଷ୍ଟ ଅଭିନେତା କ୍ୟାଟେଗୋରୀରେ ନ୍ୟାସନାଲ ପୁରସ୍କରା ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.