ସୁନ୍ଦରଗଡ଼, ୨୧/୩ : ସୁନ୍ଦରଗଡ଼ରେ କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ କୁଆପଥର ମାଡ଼ । ଅପରାହ୍ନରେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା । ଏହାପରେ କୁଆପଥର ମାଡ଼ ହେବାକୁ ଲାଗିଥିଲା । କିଛି କିଛି ସ୍ଥାନରେ ଗଛ ଭାଙ୍ଗିପଡ଼ିଛି । ଯାହା ଦ୍ବାରା ଜନଜୀବନ ପ୍ରଭାବିତ ହୋଇଥିବା ଦେଖାଦେଇଛି ।

Westbengal: ମହିଳାମାନଙ୍କୁ ବାରରେ କାମ କରିବାକୁ ଅନୁ...