ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

କୋଣାର୍କରେ କାଳବୈଶାଖୀ ବର୍ଷା, ପର୍ଯ୍ୟଟକ ହନ୍ତସନ୍ତ

Published By : Prameya | March 22, 2025 1:29 PM

କୋଣାର୍କ, ୨୨।୩ : କୋଣାର୍କରେ କାଳବୈଶାଖୀ ବର୍ଷା। ଅଦିନିଆ ବର୍ଷାରେ ପର୍ଯ୍ୟଟକ ହନ୍ତସନ୍ତ। ଅଚାନକ ବର୍ଷା ହେବା ଯୋଗୁଁ କୋଣାର୍କ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ହନ୍ତସନ୍ତ ହୋଇଛନ୍ତି। ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଓଦା ହୋଇ ମନ୍ଦିର ବୁଲିଛନ୍ତି। ସୂର୍ଯ୍ୟ ମନ୍ଦିର ଭିତରେ ଆଶ୍ରୟସ୍ଥଳୀ ନଥିବାରୁ ପର୍ଯ୍ୟଟକମାନେ ନାଟ୍ୟମନ୍ଦିର ନିକଟରେ ଥିବା ବରଗଛ ତଳେ ଆଶ୍ରୟ ନେଇଛନ୍ତି।

ସୂଚନାନୁଯାୟୀ, ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ହଠାତ୍ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯାଇଥିଲା। ଘଡ଼ଘଡ଼ି ସହ ଦୁଇ ଘଣ୍ଟା ଧରି ବର୍ଷା କାଚିଥିଲା। ଫଳରେ କୋଣାର୍କ ମନ୍ଦିର ରାସ୍ତା ଉପରେ ପାଣି ଜମିଗଲା । ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଓଦା ହୋଇ ସୂର୍ଯ୍ୟମନ୍ଦିର ବୁଲିଥିଲେ। କିଏ ଛତା ଧରି ତ ଆଉ କିଏ ମୁଣ୍ଡରେ ରୁମାଲ ଢାଙ୍କି ବୁଲିଥିଲେ। ସୂର୍ଯ୍ୟମନ୍ଦିର ଭିତରେ ଆଶ୍ରୟସ୍ଥଳୀ ନଥିବାରୁ ପର୍ଯ୍ୟଟକମାନେ ନାଟ୍ୟମନ୍ଦିର ନିକଟରେ ଥିବା ବରଗଛ ତଳେ ଆଶ୍ରୟ ନେଇଥିଲେ। 

ଏହି ଖବରଟିକୁ ପଢନ୍ତୁ-ନବ ଦାସ ହତ୍ୟା ମାମଲା: ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.