ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଅପହୃତଙ୍କ କବଳରୁ ଖସିଆସିଲେ ବ୍ୟବସାୟୀ ଏ.ରାଜୁ, ବନ୍ଧୁକ ମୁନରେ କିଡ୍‌ନାପ କରିଥିଲେ ଦୁର୍ବୃତ୍ତ

Published By : Prameya | March 22, 2025 10:27 AM

ଜୟପୁର ୨୨/୦୩: ଶୁକ୍ରବାର ସନ୍ଧ୍ୟା ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଉଠାଇନେଇଥିଲେ ଅପହରଣକାରୀ। ଆଜି ସକାଳେ କୌଶଳ କ୍ରମେ କିଡ୍‌ନାପରଙ୍କ କବଳରୁ ବ୍ୟବସାୟୀ ଏ.ରାଜୁ  ଖସି ଆସିଛନ୍ତି। ଶ୍ରୀ ରାଜୁଙ୍କୁ ଉଦ୍ଧାର ପରେ ବୋରିଗୁମ୍ମା ଥାନରେ ରଖାଯାଇଛି। ତେବେ କଣ ପାଇଁ ଅପହରଣ କରାଯାଇଥିଲା ତାହାକୁ ନେଇ ଛାନ୍‌ଭିନ୍ ଚଲାଇଛି ପୋଲିସ। 

ମିଳିଥିବା ସୂଚନା ଅନୁଯାୟୀ, ବ୍ୟବସାୟୀଙ୍କର ଏକ  ମିଲ୍‌ ସ୍ଥାନୀୟ ହାଟପଦାରେ ରହିଛି । ସେ ଲୋକଙ୍କୁ ଟଙ୍କା  ଦେଇ ସୁଧ ଆଦାୟ କରନ୍ତି । ଶୁକ୍ରବାର ରାତିରେ କେତେକ  ଦର୍ବୃତ୍ତ କାର୍‌ରେ ପହଞ୍ଚିଥିଲେ । ସହର ଉପକଣ୍ଠ ବାରିଣିପୁଟ ଅଞ୍ଚଳରେ ବ୍ୟବସାୟୀଙ୍କୁ ଧମକଚମକ  ଦେଇ ବନ୍ଧୁକ ମୁନରେ ଉଠାଇ ନେଇଯାଇଥିଲେ । ଖବରପାଇ ଆଇଆଇସି  ଶ୍ରୀ ପ୍ରଧାନ, ଟାଉନଥାନା ଆଇଆଇସି ଈଶ୍ୱର ତାଣ୍ଡି ପ୍ରମୁଖଙ୍କ  ସହ ଉଭୟ ଥାନାର ଅଧିକାରୀ ଏବଂ ଫୋର୍ସ ଘଟଣାସ୍ଥଳରେ  ପହଞ୍ଚିଥିଲେ । ପରେ ବ୍ୟବସାୟୀଙ୍କୁ ଉଦ୍ଧାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବିଭିନ୍ନ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇଥିଲା। ତେବେ ଆଜି ସକାଳେ ବ୍ୟବସାୟୀ ଏ.ରାଜୁ ଅପହରଣକାରୀଙ୍କ କବଳରୁ ଖସି ଆସିବାରେ ସଫଳ ହୋଇଛନ୍ତି। ତେବେ ପୋଲିସର ଏକ ଟିମ୍ ଅପହରଣ ସ୍ଥଳକୁ ଯାଇ ଯାଞ୍ଚ କରୁଥିବା ଜଣାପଡୁଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.