ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଦିବସ, ଏ ବର୍ଷ ଥିମ୍‌ ‘ଚାଲ ଆଗକୁ ବଢ଼ିବା ଓ ଉତ୍ସବ ପାଳିବା ’

ନୂଆଦିଲ୍ଲୀ ୨୩/୦୬: କ୍ରୀଡ଼ା, ସ୍ୱାସ୍ଥ୍ୟ ଏବଂ ଏକତ୍ରିତ ହେବାର ଉତ୍ସବ ହେଉଛି  ଅଲିମ୍ପିକ୍‌ ଦିବସ । ପ୍ରତି ବର୍ଷ ଜୁନ୍‌ ୨୩ ତାରିଖରେ ଏକ ବୃହତ ଉଦ୍ଦେଶ୍ୟ ସହିତ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ  ସକ୍ରିୟ ହେବାକୁ ଓ ଏକସଙ୍ଗେ ଚାଲିବାକୁ ଏହା ଆମନ୍ତ୍ରିତ  କରେ । କ୍ରୀଡ଼ା ଜରିଆରେ ବିଶ୍ୱକୁ ଏକ ଉତ୍ତମ ସ୍ଥାନ ରୂପେ ଗଢ଼ିବା ଲାଗି ଏହି ଦିବସ ପ୍ରୋତ୍ସାହିତ କରେ । 

୧୮୯୪  ମସିହା, ଜୁନ୍‌ ୨୩ ତାରିଖରେ ବାରନ୍‌ ପାଇରି ଡେ  କୁବର୍‌ଟିନ୍‌ଙ୍କ ଦ୍ୱାରା ପ୍ୟାରିସ୍‌ଠାରେ ପ୍ରତିଷ୍ଠା ହୋଇଥିଲା ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି । ୧୯୪୮ ମସିହା, ଜୁନ୍‌ ୨୩  ତାରିଖରେ ପ୍ରଥମ ଅଲିମ୍ପିକ୍‌ ଦିବସ ପାଳିତ ହୋଇଥିଲା ।  ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ଚାଲ ଆଗକୁ  ବଢ଼ିବା ଓ ଉତ୍ସବ ପାଳିବା ।’

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.