ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କ୍ୟାନ୍ସର ଚିକିତ୍ସା ଲାଗି ଆମେରିକା ଗଲେ ଟେଲି ଅଭିନେତ୍ରୀ ହୀନା ଖାନ, ଫ୍ୟାନ୍ସ କଲେ ପ୍ରାର୍ଥନା

ନୂଆଦିଲ୍ଲୀ, ୫/୯ :  ଟେଲି ଅଭିନେତ୍ରୀ ହୀନା ଖାନ ବ୍ରେଷ୍ଟ କ୍ୟାନ୍ସରରେ ସଂଘର୍ଷ କରୁଛନ୍ତି । ସେ କ୍ୟାନ୍ସରର ଶେଷ ଷ୍ଟେଜରେ ଅଛନ୍ତି । ହୀନା କ୍ୟାମିଓଥେରାପି ମାଧ୍ୟମରେ ନିଜ ଚିକିତ୍ସା କରୁଛନ୍ତି । ଅଭିନେତ୍ରୀ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଫ୍ୟାନ୍ସଙ୍କୁ ନିଜ ସ୍ବାସ୍ଥ୍ୟର ଅପଡେଟ ଦେଉଛନ୍ତି । ଏବେ ହୀନା ନିଜ ରୋଗର ଚିକିତ୍ସା କରାଇବା ଲାଗି ବିଦେଶ ଯାଇ ସାରିଛନ୍ତି ।

ବ୍ରେଷ୍ଟ କ୍ୟାନ୍ସରର ଚିକିତ୍ସା କରିବା ଲାଗି ହୀନା ଆଜି ଆମେରିକା ଲାଗି ଉଡ଼ାଣ ଭରି ସାରିଛନ୍ତି । ଅଭିନେତ୍ରୀଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଛି । ଏହି ସମୟରେ ‌ସେ ଗୋଲାପୀ ରଙ୍ଗର ସୁଟ୍ ପିନ୍ଧିବା ସନ୍ ଗ୍ଲାସ୍ ପିନ୍ଧିଥିବା ଦେଖାଯାଉଛନ୍ତି । ହୀନା ପାପାରାଜିଙ୍କୁ ପୋଜ ଦେଇ ସେଠାରୁ ଯାଇଥିଲେ । ଏବେ ଅଭିନେତ୍ରୀଙ୍କ ଏୟାରପୋର୍ଟ ସାମ୍ନାରୁ ଆସିଥିବା ଏହି ଭିଡ଼ିଓ ଉପରେ ଫ୍ୟାନ୍ସମାନେ ବହୁ ଭଲପାଇବା ଦେଖାଉଛନ୍ତି ଏବଂ ସେ ଖୁବଶୀଘ୍ର ଭଲ ହେବା ପାଇଁ ପ୍ରାର୍ଥନା କରୁଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.