ଖୋର୍ଦ୍ଧା: ସିଭି ରମଣ ଗ୍ଲୋବାଲ ୟୁନିଭରସିଟିର ୫ମ ପ୍ରତିଷ୍ଠା ଦିବସ ଉତ୍ସବ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥୀ ଭାବେ iVP semi କମ୍ପାନୀର ପ୍ରତିଷ୍ଠାତା ରାଜା ମନିକାମ ଯୋଗ ଦେଇ କିଭଳି ଭାବରେ ନିଜକୁ ପ୍ରତିଷ୍ଠିତ କରିବା ସହ ଦେଶର ଉର୍ଣ୍ଣତି ଓ ପ୍ରଗତିରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରେ ରେ cgu ର ସଭାପତି ସଂଜୀବ ରାଉତ, cgu ର ସଫଳତା କୁ ନେଇ ଉଦବୋଧନ ଦେଇଛନ୍ତି। ଏହି ସମାରୋହରେ ଅନ୍ୟତମ ଅତିଥି ଭାବରେ cgu ର ଉପ-ସଭାପତି ଶୈଳଜା ରାଉତ ପ୍ରମୁଖ ଯୋଗ ଦେଇଛନ୍ତି। ଏହି ଅବସରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସି ଭି ରମଣର ପ୍ରଫେସର, କର୍ମଚାରୀ ଓ କର୍ମକର୍ତ୍ତା ମାନଙ୍କୁ ପୁରସ୍କାର ସହ ପୁଷ୍ପ ଗୁଛ ଦେଇ ଅତିଥି ମାନେ ସମ୍ମାନୀତ କରିଛନ୍ତି।

ଆପ୍ ସରକାରରେ ଏଲଜିଙ୍କ ବିରୋଧରେ ହୋଇଥିବା ମାମଲାକୁ ପ୍...