ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କଦମଗୁଡ଼ା ଜଙ୍ଗଲରୁ ବିସ୍ଫୋରକ, ମାଓବାଦୀ ବ୍ୟାନର ଜବତ

କୋରାପୁଟ,୪।୭ :  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଦମ ଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ବିସ୍ଫୋରକ  ଜବତ୍ କରି ନିଷ୍କ୍ରିୟ କରାଯାଇଛି। ବିଏସଏଫକୁ ଟାର୍ଗେଟ କରି ବିସ୍ଫୋରକ ରଖାଯାଇଥିଲା । ଏହାକୁ ଜବତ୍ ସହ ନିଷ୍କ୍ରିୟ କରିଛି ବିଏସଏଫ ସହ ବୋମା ନିଷ୍କ୍ରିୟ କାରୀ ଦଳ।

ବିଶ୍ଵସ୍ତ ସୁତ୍ରରୁ ଖବର ପାଇ  ୬୫ତମ ବିଏସଏଫ ସହ କୋରାପୁଟ ବୋମା ନିଷ୍କ୍ରିୟ ଟିମ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନରେ ଦୁଇଟି ଟିଫିନ୍ ବୋମା ସହ ମାଓ ବ୍ୟାନର ଜବତ୍ କରାଯାଇଛି।  ବ୍ୟାନରରେ ଗୁମା ଅଞ୍ଚଳ କମିଟି ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଛି। କିଛି ଦିନର ନିରବତା ପରେ ପୁଣିଥରେ ସକ୍ରୀୟ ହେଉଛନ୍ତି ମାଓବାଦୀ। ଏକ ବଡ଼ ଧରଣ ଅଘଟଣ ଘଟିବା ପୁର୍ବରୁ ବିଏସଏଫ ପକ୍ଷରୁ ଏଡାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.