ପୁରୀ, ୪।୭ : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଟାଉନ ହଲ ରେ ଡିଜିପି ଅରୁଣ ଷଡଙ୍ଗୀ ବୈଠକ କରିଛନ୍ତି। ପୋଲିସ ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଡିଜିପି ବୈଠକ କରିଛନ୍ତି । ଦୁଇଦିନ ରଥଯାତ୍ରା ପଡୁଥିବାରୁ ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସୁରକ୍ଷା ଦାୟିତ୍ବରେ ସମୁଦାୟ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ହେବେ ମୁତୟନ ବୋଲି ଜଣାପଡିଛି।
![rahul gandhi](https://odia.prameya.com/prameya/document/compress/2/comp_2_159_1720260606083.webp)
‘ଅଯୋଧ୍ୟା ଭଳି ମଧ୍ୟ ଗୁଜରାଟରେ ବିଜେପିକୁ ହରାଇବୁ’,...