ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ପଶ୍ଚିମବଙ୍ଗକୁ ଘେରିଛି ବାତ୍ୟା ‘ରେମାଲ’ ବିପଦ , ୧୩୦ କି.ମି ବେଗରେ କରିବ ଲ୍ୟାଣ୍ଡଫଲ୍

କୋଲକାତା / ଢାକା – ବାତ୍ୟା ‘ରେମାଲ’ର ବିପଦ ଖୁବ୍‌ ଜୋରରେ ବଢିବାରେ ଲାଗିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ( ଆଇଏମଡି ) ମୁତାବିକ ବାତ୍ୟା ରେମାଲ , ଆଜି ଅଧ ରାତିରେ ପଶ୍ଚିମବଙ୍ଗର ତଟୀୟ ଓ ବାଂଲାଦେଶ ସହ ଧକ୍କା ହେବ। ବର୍ତ୍ତମାନ କୋଲକାତା ସହରର କିଛି ଭାଗରେ ବର୍ଷା ହେଉଛି। ବାତ୍ୟାକୁ ନେଇ ପଶ୍ଚିମବଙ୍ଗର ରାଜ୍ୟପାଳ ଲୋକଙ୍କୁ ସତର୍କ ରହିବାର ପରାମର୍ଶ ଦେଇଛନ୍ତି। ଏହାସହ ଏସଓପିର ପାଳନ କରିବାରୁ ଅନୁରୋଧ କରିଛନ୍ତି। ରାଜ୍ୟପାଳ ଡ. ସିଭି ଆନନ୍ଦ ବୋଷ କହିଛନ୍ତି କି, ସେ ସ୍ଥିତି ଉପରେ ଖୁବ୍‌ ଗଭୀର ଭାବେ ନଜର ରଖିଛନ୍ତି ଏବଂ ଏଥିରୁ ବର୍ତ୍ତିବା ପାଇଁ ରାଜ୍ୟ ଓ କେନ୍ଦ୍ର ବିଶେଷଜ୍ଞଙ୍କ ସହ ଲଗାତାର ସଂପର୍କରେ ରହିଛନ୍ତି। ସେପଟେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ବାତ୍ୟାରୁ ବର୍ତ୍ତିବାର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। 

ସେପଟେ , ଏନଡିଆରଏଫ୍‌ର ପୂର୍ବୀୟ କ୍ଷେତ୍ରର କମାଣ୍ଡର ଗୁରମିନ୍ଦର ସିଂହ କହିଛନ୍ତି କି ସମ୍ଭାବନା ରହିଛି କି ବାତ୍ୟା ରେମାଲ ଆଜି ଅଧ ରାତିରେ ଲ୍ୟାଣ୍ଡଫଲ୍‌ କରିବ। ଆଇଏମଡି ଅନୁସାରେ , ଲ୍ୟାଣ୍ଡଫଲ୍‌ର ସମୟରେ ପବନର ଗତି ୧୨୦-୧୩୦ କିମି ପ୍ରତିଘଣ୍ଟା ରହିବ। ଏନଡିଆରଏଫ୍‌ର ୧୪ଟି ଟିମ୍‌କୁ ସାଉଥ୍‌ ବଙ୍ଗଳାରେ ମୁତୟନ କରାଯାଇଛି, ସେ କହିଛନ୍ତି କି ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହୋଇପାରେ। 

ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ, ୨୬-୨୭ ମେ’ ରେ ପଶ୍ଚିମବଙ୍ଗ ଓ ଉତ୍ତରୀ ଓଡ଼ିଶାର ତଟୀୟ ଜିଲ୍ଲା ଗୁଡ଼ିକର ପ୍ରବଳ ବର୍ଷା ହୋଇପାରେ। ପୂର୍ବୋତ୍ତର ଭାରତର କିଛି ଭାଗରେ ୨୭-୨୮ମେ’ ରେ ଅତ୍ୟଧିକ ବର୍ଷା ହୋଇପାରେ। 

ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ସମୟରେ ସମୁଦ୍ରରେ ୧.୫ରୁ ୨ ମିଟର ଉଚ୍ଚର ଲହଡ଼ି ଉଠିବାର ସମ୍ଭାବନା ରହିଛି , ଯେଉଁଥିରେ ତଟୀୟ ପଶ୍ଚିମବଙ୍ଗ ଓ ବାଂଲାଦେଶର ତଳିଆ ଅଞ୍ଚଳ ବୁଡ଼ି ଯାଇ ପାରେ। ପାଣିପାଗ ବିଭାଗ ମତ୍ସଜୀବୀଙ୍କୁ ୨୭ ମେ’ର ସକାଳ ଯାଏ ବଙ୍ଗଳାର ଉତ୍ତରୀ ଭାଗରେ ସମୁଦ୍ରକୁ ନଯିବାକୁ ଚେତାବନୀ ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.