ପ୍ରମୂଖ ଖବର
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଭିଜିଲାନ୍ସ ଜାଲରେ ଚନ୍ଦନପୁର ଏଆରଆଇ

ଭୁବନେଶ୍ବର,୪।୭ :  ଭିଜିଲାନ୍ସ ଜାଲରେ ଚନ୍ଦନପୁର ଏଆରଆଇ। ପୁରୀ ସଦର ଅନ୍ତର୍ଗତ ଚନ୍ଦନପୁର ଆରଆଇ ଅଫିସରେ କାର୍ଯ୍ୟରତ ଏଆରଆଇ ପବିତ୍ର କୁମାର କାଣ୍ଡି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଗିରଫ ବେଳେ ତାଙ୍କ ଠାରୁ ନଗଦ ୫୧ହଜାର ଟଙ୍କା ଜବତ କରାଯାଇଛି। 

ଚାଷ ଜମିର କିସମ ପରିବର୍ତ୍ତନ କରାଇଦେବା ପାଇଁ ଚନ୍ଦନପୁର ଅଞ୍ଚଳର ବଦ୍ରି ନାରାୟଣ ହାତିଙ୍କ ଠାରୁ  ୫୧ହଜାର ଟଙ୍କା ଲାଞ୍ଚ ନେଉଥିଲେ ପବିତ୍ର‌। ଏହି ସମୟରେ ଭିଜିଲାନ୍ସ ଟିମ ଚଢାଉ କରି ପବିତ୍ରଙ୍କୁ ଠାରୁ ୫୧ ହଜାର ଟଙ୍କା ଜବତ କରିଥିଲା।  ଏଥିସହ ୩ଟି ସ୍ଥାନରେ  ଭିଜିଲାନ୍ସ ଟିମ ଚଢାଉ କରିଛି। ଏଆରଆଇଙ୍କୁ ଗିରଫ କରି  ଭିଜିଲାନ୍ସ ଟିମ ଅଧିକ ପଚରାଉଚରା କରୁଛି‌। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.