ପ୍ରମୂଖ ଖବର
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜୁଲାଇରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ, ୨୬।୬:ଚଳିତ ମାସରେ ଦେଶର ବିଭିନ୍ନ ପ୍ରାନ୍ତରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଏହା ମଧ୍ୟରେ ୪ଟି ରବିବାର ସମେତ ୨ ଶନିବାର ସାମିଲ ରହିଛି । ଅନ୍ୟ ୬ ଦିନ ବିଭିନ୍ନ ସ୍ଥାନରେ ପର୍ବପର୍ବାଣୀ ସହ ଗୁରୁତ୍ୱପୂର୍ଣ୍ଣ ଦିବସ ଲାଗି ବ୍ୟାଙ୍କ କାମ ହେବନି । 

ସେହିଭଳି ଜୁଲାଇ ୧୭ରେ ମହରମ୍‌ ପଡ଼ୁଥିବାରୁ ଦେଶର ଅଧିକାଂଶ ପ୍ରାନ୍ତରେ ବ୍ୟାଙ୍କ କାମ ହେବନି । ତେବେ ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଅନ୍‌ଲାଇନରେ ଗ୍ରାହକ ବ୍ୟାଙ୍କିଙ୍ଗ କାମ କରିପାରିବେ । ସେହିଭଳି ଜୁଲାଇରେ ୯ ଦିନ ପୁଞ୍ଜି ବଜାର ମଧ୍ୟ ବନ୍ଦ ରହିବ ।   

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.