ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା ; ତଦନ୍ତ କରିବ ଏନଆଇଏ

Published By : Prameya | April 12, 2025 7:27 PM

କଟକ, ୧୨/୪ : କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାର ତଦନ୍ତ କରିବ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ। କମିଶନରେଟ୍ ପୋଲିସଠାରୁ ବିଧିବଦ୍ଧ ଭାବେ ଏନଆଇଏ ତଦନ୍ତ ଭାର ଗ୍ରହଣ କରିଛି । ବିଦେଶୀ ନାବାଳିକାଙ୍କୁ ବେଆଇନ ଭାବେ କିପରି ଭାରତରେ ଅନୁପ୍ରଵେଶ କରାଯାଉଥିଲା ଓ ଏହା ପଛରେ କେଉଁ ମାନେ ଅଛନ୍ତି ସେ ନେଇ ଏନ୍ ଆଇ ଏ ତଦନ୍ତ କରିବ। ଏହାସହ ବିଦେଶୀମାନଙ୍କୁ ବେଆଇନ ଭାବେ ଭାରତ ଭିତରକୁ ପ୍ରବେଶରେ ସହାୟତା କରୁଥିବା ଗୋଷ୍ଠୀ ସମ୍ପର୍କରେ ତଦନ୍ତ କରିଵ ଏନଆଇଏ । ଏ ନେଇ କଟକ ଡିସିପି ସୂଚନା ଦେଇଛନ୍ତି ।

ଗତ ବର୍ଷ ନଭେମ୍ବର ୯ତାରିଖରେ କଟକ ମଧୁପାଟଣା ଛକରୁ କମିଶନରେଟ ପୋଲିସ ଉଦ୍ଧାର କରିଥିଲା । ବାଂଲାଦେଶୀ ଯୁବତୀଙ୍କୁ ଢାକାର ଏକ ଗୋଷ୍ଠୀ ସହାୟତାରେ କୋଲକାତା ଓ କଟକର କିଛି ଲୋକ ଭାରତକୁ ଆଣିଥିଲେ । ସମ୍ପୃକ୍ତ ନାବାଳିକାଙ୍କୁ କୋଲକାତା, କଟକ, ଭୁବନେଶ୍ୱର ଆଦି ଅଞ୍ଚଳରେ ରଖି ଦେହ ବ୍ୟବସାୟରେ ଲଗାଉଥିଲେ ଦୁର୍ବୃତ୍ତ ମାନେ। କମିଶନରେଟ ପୋଲିସ ଏ ସମ୍ପର୍କରେ ଖୋଳତାଡ଼ କରି କୋଲକାତାର ମାଷ୍ଟର ମାଇଣ୍ଡ ସମେତ ୬ଜଣଙ୍କୁ ଗିରଫ କରିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.