ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଅବକାରୀ ଗାଡି ଉପରକୁ ଗୁଳିମାଡ଼, ଜଣେ ଗିରଫ ୨ ଫେରାର୍

Published By : Rasmita Pradhan | April 12, 2025 1:24 PM

ଭୁବନେଶ୍ଵର, ୧୨/୦୪ : ଅବକାରୀ ସ୍କ୍ଵାଡ୍ ଗାଡି ଉପରକୁ ଗୁଳିମାଡ଼। ଲେଫ୍ରିପଡା ଥାନା ମସାବିରା ନିକଟରେ ଅବକାରୀ ଗାଡି ଉପରକୁ ଗୁଳି ମାଡ଼ କଲେ ଗୋ ମାଫିଆ। ପିକଅପ୍‌ ଭ୍ୟାନ୍‌ ଜବତ କରିବା ସହ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ। ମଦ ଚୋରା ଚାଲାଣ ସନ୍ଦେହରେ ପିକଅପ୍‌ ଭ୍ୟାନ୍‌କୁ ପିଛା କରିଥିଲା ଅବକାରୀ ଟିମ୍। 

ସୂଚନାନୁଯାୟୀ, ହେମଗିରିରୁ ଏକ ପିକଅପ୍‌ ଭ୍ୟାନ୍‌ରେ ଚୋରା ମଦ ଆସୁଥିବା ସନ୍ଦେହ କରି ଅବକାରୀ ଟିମ୍ ଉକ୍ତ ଗାଡିକୁ ପିଛା କରିଥିଲା। ଲେଫ୍ରିପଡ଼ା ଥାନା ମସାବିରା ନିକଟରେ ଗୋ ମାଫିଆମାନେ ଅବକାରୀ ଗାଡି ଉପରକୁ ତିନି ରାଉଣ୍ଡ ଗୁଳିମାଡ଼ କରିଥିଲେ। ତେବେ ପୋଲିସ ଜଣେ ଦୁର୍ବୃତ୍ତକୁ କାବୁ କରିବା ସହ ପିଅକଭ୍ୟାନ୍ ଜବତ କରିଛି। ଗାଡିରୁ ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଆଉ ୨ ଜଣ ଚମ୍ପଟ ମାରିଛନ୍ତି। ଅବକାରୀ ବିଭାଗ ଏକ ବନ୍ଧୁକ ଜବତ କରିଛି। ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। 

ଏହି କବରଟିକୁ ପଢନ୍ତୁ-ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର, ନାବାଳିକା ଦୁଷ୍କର୍ମ ମାମଲାରେ ଉଭୟ ଥିଲେ ଅଭିଯୁକ୍ତ




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.