ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ମଞ୍ଜୁ ୱାରିୟରଙ୍କ ମାଲାୟଲମ ଥ୍ରୀଲର୍ ଫିଲ୍ମ 'ଫୁଟେଜ୍'ର ହିନ୍ଦୀ ଟ୍ରେଲର ରିଲିଜ୍

Published By : prameya | February 26, 2025 10:35 AM

ମୁମ୍ବାଇ,୨୬/୦୨: ମାଲାୟଲମ ଥ୍ରୀଲର୍ ଫିଲ୍ମ 'ଫୁଟେଜ୍'ର ହିନ୍ଦୀ ସଂସ୍କରଣ ଟ୍ରେଲର ରିଲିଜ୍ । ବିନୀଶ ଚନ୍ଦ୍ରନ୍ ଏବଂ ସୈଜୁ ଶ୍ରୀଧରନ୍ ଦ୍ୱାରା ପ୍ରଯୋଜିତ 'ଫୁଟେଜ୍'। ଏହି ଫିଲ୍ମରେ ମଞ୍ଜୁ ୱାରିୟର, ବିଶାକ ନାୟାର,ଗାୟତ୍ରୀ ଅଶୋକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।ତେବେ ଏହି ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚ ମାସ ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ- ଜୋରସୋରରେ ଚାଲିଛି ‘ଆଭେଞ୍ଜର୍ସ ଡୁମସେଡ ଓ ସିକ୍ରେଟ ୱାର୍ସ’ ସୁଟିଂ, ଦର୍ଶକଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ କହିଲେ ରୁସୋ ବ୍ରଦର୍ସ

ଏନେଇ ଗତକାଲି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ଇନଷ୍ଟାଗ୍ରାମରେ ଏହି ଫିଲ୍ମରେ ହିନ୍ଦୀ ସଂସ୍କରଣ ଟ୍ରେଲର ସେୟାର କରିଛନ୍ତି । ଟ୍ରେଲର ରିଲି କରି କ୍ୟାପସନରେ ଲେଖିଛନ୍ତି ଯେ, 'ଏଠାରେ 'ଫୁଟେଜ୍'ର ଟ୍ରେଲର  । ସବୁଠାରୁ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ସୁଟିଂ ହୋଇଥିବା ଏହି ଫିଲ୍ମଟି ଆପଣଙ୍କୁ ଏକ ନିଆରା ଅନୁଭବ କରାଇବ । ଫିଲ୍ମଟି ମାର୍ଚ୍ଚ ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । 'ଫୁଟେଜ୍'ର ହିନ୍ଦୀ ଟ୍ରେଲରରେ ଦୁନିଆର ଏକ ଝଲକ ପ୍ରଦାନ କରେ।ଯାହା ଏକ ଦମ୍ପତିଙ୍କ କାହାଣୀ କୁହେ ।  ଯଦିଓ ଟ୍ରେଲରରେ ବହୁତ କିଛି ଦେଖାଯାଇ ନାହିଁ । ଗତ ସୋମବାର ଦିନ ଅନୁରାଗ କଶ୍ୟପ ଫିଲ୍ମର ପୋଷ୍ଟର ସେୟାର କରିଥିଲେ ଏବଂ ଏହା ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । ସେ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଥିଲେ, 'କୋଭିଡ୍ ସମୟରେ ସେଟ୍, ଏକ ମିଳିଥିବା ଫୁଟେଜ୍ ଥ୍ରୀଲର୍ ।'



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.